ରାଜ୍ୟସଭାରେ ଯୋଗ ଦେଲେ ସଚିନ

ନୂଆଦିଲ୍ଲୀ: ରାଜ୍ୟସଭାରେ ବହୁଦିନ ଅନୁପସ୍ଥିତ ରହିବା ଯୋଗୁଁ ସମାଲୋଚନାର ପାତ୍ର ହେବାକୁ ପଡିଥିବା ସାଂସଦ ସଚିବ ତେନ୍ଦୁଲକର ଆଜି ରାଜ୍ୟସଭାରେ ଉପସ୍ଥିତ ଥିଲେ । ସଚିନ ଯଦିଓ କୌଣସି ପ୍ରଶ୍ନ ଉତ୍ତରରେ ଭାଗ ନେଇନଥିଲେ କିନ୍ତୁୁ ସଦନର କାର୍ଯ୍ୟକାଳ ସମୟ ପର୍ଯ୍ୟନ୍ତ ...