Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତ୍ମରକ୍ଷା ପାଇଁ ବିଜେଡି ନାଗରିକତା ବିଲକୁ ସମର୍ଥନ କରିଛି: ନିରଞ୍ଜନ

ବାରବାଟୀରେ କ୍ରିକେଟ ଟିକଟ ପାଇଁ ପରିଚୟପତ୍ର ଜରୁରୀ: ଓସିଏ

ନାଗରିକତା ବିଲକୁ ବିଜେଡିର ସମର୍ଥନ

ନୂଆ ବର୍ଷକୁ କମିବ ପିଆଜ ଦର: ରଣେନ୍ଦ୍ର ସ୍ୱାଇଁ

ନାଗରିକ ସଂଶୋଧନ ବିଲ ଆଗତ ସପକ୍ଷରେ ୨୯୩ ଭୋଟ

୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ସରିବ ଖଣି ନିଲାମ: ଖଣିମନ୍ତ୍ରୀ

ଧରାପଡ଼ିଲେ ୪ ନକଲି ଶିକ୍ଷକ

ପିଆଜ ଦର ନିୟନ୍ତ୍ରଣ ପାଇଁ ବୈଠକ

ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ ଗଣଦୁଷ୍କର୍ମ ଘଟଣାରେ ଆଉ ୨ ଗିରଫ, ମୋଟ ଗିରଫ ସଂଖ୍ୟା ହେଲା ୬

ଲୋକସଭାରେ ନାଗରିକ ସଂଶୋଧନ ବିଲ ଆଗତ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

କାଳିଆ ହିତାଧିକାରୀ ତାଲିକାରେ ପୂର୍ବତନ ବିଧାୟକଙ୍କ ବୋହୂ

ନିଖୋଜଙ୍କ ଗଳିତ ମୃତଦେହ ଠାବ

banner

ଅର୍ଥନୀତି

ମୁଖ୍ୟ ଖବର

    ଶସ୍ତା ହେଲା ବିନା ସବସିଡି ଗ୍ୟାସ

    Share on :
    ajab-Image
    Date: Aug 1, 2019    Views: 171

    ନୂଆଦିଲ୍ଲୀ: ସବସିଡି ବିହୀନ ଘରୋଇ ରୋଷେଇ ଗ୍ୟାସ ବା ଏଲପିଜି ସିଲିଣ୍ଡରର ଦାମ ୬୨ ଟଙ୍କା ହ୍ରାସ ପାଇଛି । ଆଜିଠାରୁ ଘରୋଇ  ବ୍ୟବହାର ପାଇଁ ଏହି ସିଲିଣ୍ଡର ୫୯୧ ଟଙ୍କାରେ ଉପଲବ୍ଧ ହେବ । ବର୍ତ୍ତମାନ ସୁଧା ଏହା ୬୫୩ ଟଙ୍କାରେ ମିଳୁଥିଲା ।
    ତୈଳ କମ୍ପାନୀଙ୍କ ସୂଚନାନୁସାରେ, ବ୍ୟବସାୟିକ ସିଲିଣ୍ଡରର ଦାମ ମଧ୍ୟ ୧୨୬ ଟଙ୍କା ହ୍ରାସ ପାଇଛି । ବର୍ତ୍ତମାନ ଏହି ସିଲିଣ୍ଡର ୧୧୫୧.୫୦ ଟଙ୍କା ବଦଳରେ ୧୦୨୫.୫୦ ଟଙ୍କାରେ ମିଳିବ ।
    ପ୍ରଥମେ ସବସିଡିରେ ମିଳୁଥିବା ଘରୋଇ ସିଲିଣ୍ଡରର ଦାମ ୧୦୦.୫୦ ଟଙ୍କା ହ୍ରାସ କରାଯାଇଥିଲା । ଜୁଲାଇ ୧ରୁ ନୂଆଦିଲ୍ଲୀରେ ଘରୋଇ ବ୍ୟବହାର ପାଇଁ ସିଲିଣ୍ଡର ୬୩୭ ଟଙ୍କାରେ ଉପଲବ୍ଧ ହେଉଛି । 

    Maximum 500 characters

    ଅର୍ଥନୀତି View all

    Find Us on Facebook