ସାମ୍ବାଦିକଙ୍କୁ କମିଶନ ଟଙ୍କା ଦେବି : ରଂଜୀବ ବିଶ୍ୱାଳ

ଭୁବନେଶ୍ୱର : ‘ମୁଁ ୪୦ କୋଟି ଟଙ୍କା ନେଇଥିବା ଖବର ପ୍ରକାଶ ପାଇଛି  । ବୋଧହୁଏ ସେଇ ସାମ୍ବାଦିକ ସେତେବେଳେ ମୋ ପାଖରେ ବସିଥିଲେ  । ମୁଁ ତାଙ୍କୁ ଖୋଜୁଛି, କାହିଁକିନା ତାଙ୍କୁ ମୋର କମିଶନ ଟଙ୍କା ଦେବାର ଅଛି’  । ଏମିତି ଭାବେ ସାମ୍ବାଦିକଙ୍କୁ କଟାକ୍ଷ କରିଛନ୍ତି ...