Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଧୋଇବା ପୂର୍ବରୁ କେଶରେ ଲଗାନ୍ତୁ

    Share on :
    Date: Jul 31, 2019    Views: 41

    କେଶ ଧୋଇବା ପୂର୍ବରୁ ଉଷୁମ ତେଲ ମାଲିସ କଲେ ମୁଲାୟମ ହେବ ।
    ରୁପି ସମସ୍ୟା ଥିଲେ ଜଡ଼ାତେଲରେ ଅଲିଭ କିମ୍ବା ବାଦାମ ତେଲ ଫେଣ୍ଟି ଲଗାନ୍ତୁ ।
    ବସା ଦହିରେ ଅଣ୍ଡା କେଶର ଫେଣ୍ଟି କେଶରେ ଲଗାଇ ଧୁଅନ୍ତୁ । କେଶ ଝଡ଼ିବା କମିବ ।
    ମହୁ ଓ କଦଳୀ ମିଶ୍ରଣ ଲଗାଇ କେଶ ଧୋଇଲେ ଅଗ ଫାଟିବା କମେ ।
    ବତୁରା ମୁଗ ବାଟି ସେଥିରେ ଗୋଟିଏ ଅଣ୍ଡାର କେସର ଓ ରସ ଫେଣ୍ଟି ଲଗାନ୍ତୁ । ଏହା ଦ୍ୱାରା କେଶ ମୂଳ ଶକ୍ତ ହୁଏ ।

     

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook