Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    କେନ୍ଦ୍ର ଦେଉଛି କମ ଅର୍ଥ: ଅର୍ଥମନ୍ତ୍ରୀ

    Share on :
    ajab-Image
    Date: Jul 29, 2019    Views: 139

    ଭୁବନେଶ୍ୱର: କେନ୍ଦ୍ର ସରକାର କମ ଅର୍ଥ ଦେଉଛନ୍ତି ।  କେନ୍ଦ୍ରୀୟ ଅନୁଦାନ ହ୍ରାସ ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ଗୃହରେ ନିଜ ବକ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ସୁପାରିଶରେ କେନ୍ଦ୍ର ରାଜ୍ୟକୁ କମ ଅର୍ଥ ଦେଉଛି ।  ସବୁ ରାଜ୍ୟ ପାଇଁ ଏପରି ଅବସ୍ଥା ରହିଛି ।  ଗତ ୫ ବର୍ଷରେ ରାଜ୍ୟକୁ ୧ ଲକ୍ଷ ୮୪ ହଜାର କୋଟି ବରାଦ କରିଛନ୍ତି ।  ବରାଦ ଅର୍ଥରୁ ୧୭ ହଜାର ୨୯୯ କୋଟି କମ ମିଳିଛି ।  କେନ୍ଦ୍ର ରାଜ୍ୟ ୯୦:୧୦ ଅନୁପାତ ଲାଗି ଅର୍ଥ କମିଶନ ସୁପାରିଶ କରିଥିଲେ ।  ଗୋଟିଏ ବର୍ଷ ୯୦:୧୦ ଅନୁପାତରେ କେନ୍ଦ୍ର ସରକାର ଅର୍ଥ ଦେଇଛନ୍ତି । ପରେ ଏହାକୁ ପରିବର୍ତ୍ତନ କରି ୭୫:୨୫ ଅନୁପାତରେ ଅର୍ଥ ଦେଉଛନ୍ତି । ଫଳରେ ୮ଟି ଯୋଜନା ବନ୍ଦ ହୋଇଯାଇଛି ।  ରାଜ୍ୟ ୧୮୫୪ କୋଟି ଟଙ୍କା କମ ପାଉଛି ।  ଏବେ ଅଧିକାଂଶ ଯୋଜନା ପାଇଁ ୬୦:୪୦ ଅନୁପାତରେ ଅନୁଦାନ ମିଳୁଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ଗୃହରେ କହିଛନ୍ତି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook