Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଗୃହରେ ରୁଷିଲେ ମୋହନ ମାଝୀ

    Share on :
    Date: Jul 27, 2019    Views: 203

    ଭୁବନେଶ୍ୱର: ଶନିବାର ବିଧାନସଭାରେ ମୁଲତବୀ ନୋଟିସ ଆଲୋଚନା ବେଳେ ବିଧାୟକ ମୋହନ ମାଝୀ ରୁଷିଲେ ।  ସଂକ୍ଷେପରେ କହିବାକୁ କହିଲାରୁ ଶ୍ରୀ ମାଝୀ ରୁଷିଗଲେ ।  ମୁଲତବୀ ନୋଟିସ ଉପରେ  ଆଲୋଚନା ଚାଲିଥିବାବେଳେ ବିଧାୟକ ମୋହନ ମାଝୀ ନିଜ ବକ୍ତବ୍ୟ ରଖୁଥିଲେ । ତେବେ ଏତିକି ବେଳେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାୟକ ଶ୍ରୀ ମାଝୀଙ୍କୁ ନିଜ ବକ୍ତବ୍ୟ ସଂକ୍ଷେପରେ ଶେଷ କରିବାକୁ କହିଥିଲେ । ବାସ୍ କଥା ଏତିକିରେ  ସବୁ ସରିଗଲା । ବାଚସ୍ପତି ଶ୍ରୀ ପାତ୍ରଙ୍କ ଏତିକି କଥାରେ ରୁଷି ଗଲେ ଶ୍ରୀ ମାଝୀ । ନିଜ ବକ୍ତବ୍ୟକୁ ଅଧାରୁ ରଖି ଆଉ କହିବିନି କହିଲେ ଶ୍ରୀ ମାଝୀ । ତେବେ ନିଜ ବକ୍ତବ୍ୟ ରଖିବାକୁ ବାଚସ୍ପତି ଶ୍ରୀ ପାତ୍ର ତାଙ୍କୁ ଯେତେ ଅନୁରୋଧ କରିଥିଲେ ବି ସେ କହିନଥିଲେ । 

    Read more

    କେନ୍ଦ୍ରୀୟ ପଣ୍ୟାଗାର ସ୍ଥାନାନ୍ତର ହେଲେ କ୍ଷତି ହେବ

    ଭୁବନେଶ୍ୱର:  କେନ୍ଦ୍ରୀୟ ପଣ୍ୟାଗାର ନିଗମ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ବିହାରକୁ ଉଠାଇ ନିଆଗଲେ ବ୍ୟାପକ କ୍ଷତିଗ୍ରସ୍ତ ହେବ । କେବଳ କର୍ମଚାରୀ ସମସ୍ୟା ଭୋଗିବେ ତା ନୁହେଁ, ଏହା ଅଦୂରଦର୍ଶୀ ନିଷ୍ପତ୍ତି ଦ୍ୱାରା ପ୍ରଶାସନିକ ସମନ୍ୱୟରେ ମଧ୍ୟ ଅଭାବ ...

    Read more

    ସରିଲା ବିଧାନସଭା ଅଧିବେଶନ

    ଭୁବନେଶ୍ୱର:  ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆଜି ଶେଷ ହୋଇଛି । ଜୁନ୍ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ଅଗଷ୍ଟ ୮ ତାରିଖ ଯାଏ ଚାଲିବାର ଥିଲା । ତେବେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିବାରୁ ଚାରି ଦିନ ଆଗରୁ ଏହାକୁ ବନ୍ଦ କରି ଦିଆଯାଇଛି । ଏହି ...

    Read more

    ରାଜ୍ୟରେ ପ୍ରତିଷ୍ଠା ହେବ ୪ ନୂଆ ପ୍ଲାନେଟୋରିୟମ୍‌

    ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଦିନରେ ଚାରୋଟି ପ୍ଲାନୋଟେରିୟମ୍‌ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ସରକାର । ଗୋପାଳପୁର, ରାୟଗଡ଼ା, କେଉଁଝର ଓ ବାରିପଦାରେ ନିର୍ମାଣ ହେବ ପ୍ଲାନୋଟେରିୟମ୍‌ । ଏଥିପାଇଁ ୩୦ କୋଟି ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟ୍ଟକଳ କରାଯାଇଛି । ଏ ...

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook