Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଇ-ଯାନରୁ କମିଲା ଜିଏସଟି

    Share on :
    Date: Jul 27, 2019    Views: 81

    ଭୁବନେଶ୍ୱର: ଶନିବାର ଜିଏସଟି କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଏହି ଅବସରରେ ଇଲେକ୍ଟ୍ରି ଯାନ ଉପରୁ ଜିଏସଟି ହ୍ରାସ ନେଇ ନିଷ୍ପତ୍ତି ନିଆଯାଇଛି ।  ଇଲେକ୍ଟ୍ରି ଯାନ ଉପରୁ ଜିଏସଟ ୧୮%ରୁ ୫%କୁ  ହ୍ରାସ କରାଯାଇଛି ।  ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଇଲେକ୍ଟ୍ରି ବସ ଅଧିଗ୍ରହଣକୁ ଜିଏସଟି ମୁକ୍ତ ପାଇଁ ନିଷ୍ପତ୍ତି ନିଆଯାଇଛି । 

    Read more

    ଜିଏସଟି ଆଦାୟରେ ଆଗୁଆ ଓଡ଼ିଶା

    ନୂଆଦିଲ୍ଲୀ : ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ଆଦାୟ କ୍ଷେତ୍ରରେ ଓଡ଼ିଶା, ବିହାର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଭଳି ପଛୁଆ ରାଜ୍ୟର ପ୍ରଦର୍ଶନ ଭଲ ରହିଛି । ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ଭଳି ଶିଳ୍ପୋନ୍ନତ ରାଜ୍ୟକୁ ଏହା ପଛରେ ପକାଇ ଦେଇଛନ୍ତି । ...

    Read more

    ଏଣିକି ବାର୍ଷିକ ୪୦ ଲକ୍ଷ ବ୍ୟବସାୟ ପାଇଁ ଜିଏସଟି

    ଭୁବନେଶ୍ୱର : ଜିଏସଟିକୁ ନେଇ ଛୋଟ ଛୋଟ ବ୍ୟବସାୟୀମାନେ ଭାରି ଅସୁବିଧାରେ ପଡ଼ିଥିଲେ  । ବାର୍ଷିକ ୨୦ ଲକ୍ଷ ଟଙ୍କାର ବ୍ୟବସାୟ ପାଇଁ ଜିଏସଟି ପଞ୍ଜୀକରଣର ଆବଶ୍ୟକତା ପଡୁଥିଲା  । ଜିଏସଟି ପଞ୍ଜୀକରଣରେ ଯେତିକି ସମସ୍ୟା ନଥିଲା ନିୟମିତ ଭାବେ ରିଟର୍ଣ୍ଣ ଦାଖଲ କରିବା ...

    Read more

    କମିଲା ଜିଏସଟି, କମିଲା ଦାମ୍, କେଉଁ କେଉଁ ଦର କମିଲା ଜାଣନ୍ତୁ

    ନୂଆଦିଲ୍ଲୀ : କେନ୍ଦ୍ର ସରକାର ୩୩ଟି ସାମଗ୍ରୀ ଉପରେ ଜିଏସଟି ହ୍ରାସ କରିଛନ୍ତି  । ଜିଏସଟି ୧୮%ରୁ ୧୨%କୁ ହ୍ରାସ କରାଯାଇଛି  । କେତେକ ସାମଗ୍ରୀ ଓ ସେବା ଉପରେ ଜିଏସଟି ୫%କୁ ମଧ୍ୟ ହ୍ରାସ ପାଇଛି  । ନୂଆବର୍ଷରୁ ଏହି ଦର ଲାଗୁ ହେବ  ।

    ୧. ପ୍ରଧାନମନ୍ତ୍ରୀ ...

    Maximum 500 characters

    ଅର୍ଥନୀତି View all

    Find Us on Facebook