କଞ୍ଚା ଆମ୍ବର ଉପକାରିତା

ପାଚିଲା ଆମ୍ବର ମିଠା ସୁଆଦ ହିଁ ଲୋକଙ୍କୁ ଆକର୍ଷିତ କରିଥାଏ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ କଞ୍ଚାଆମ୍ବ ଖାଇଲେ ମଧ୍ୟ ତାହାର ଉତ୍ତମ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡ଼ିଥାଏ ।

- କଞ୍ଚା ଆମ୍ବ ଚଟଣି, କିମ୍ବା ଆଚାର ଖାଇବା ଶରୀର ପାଇଁ ହିତକାରୀ । ଗ୍ରୀଷ୍ମରେ ହେଉଥିବା ...