Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡି ଓ ବିଜେପି ସମ୍ପର୍କରେ ଏମିତି କହିଲେ ନରସିଂହ

    Share on :
    Date: Jul 26, 2019    Views: 117

    ଭୁବନେଶ୍ୱର: ପୁଣି ବିଜେଡି ଓ ବିଜେପିକୁ କଂଗ୍ରେସର ଟାର୍ଗେଟ । ଏବେ ବିଜେଡି ଓ ବିଜେପି ମଧ୍ୟରେ ବୁଝାମଣା ହୋଇଛି ।  କେନ୍ଦ୍ରର ଓଡ଼ିଶା ପ୍ରତି ଉଦାସୀନତା ନେଇ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଏହା କହିଛନ୍ତି । 
    ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନ ବେଳେ ବିଜେଡି ଓ ବିଜେପି ଭିତରେ ସମ୍ପର୍କ ହୋଇଛି ।  ଉଭୟଙ୍କ ଭିତରେ କିଛି ନା କିଛି ବୁଝାମଣା ହୋଇଛି ।  ଯେଉଁଥି ପାଇଁ ବିଜେଡି ଆଉ ପୂର୍ବ ଭଳି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉଠାଉ ନାହିଁ ।  ପଶ୍ଚିମବଙ୍ଗ ଭଳି କେନ୍ଦ୍ରର ଆକ୍ରମଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ କରି ଯାହା କହୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହା ଅକ୍ଷରେ ଅକ୍ଷରେ ମାନି ଯାଉଛନ୍ତି । କିଛି ବି କହୁନାହାନ୍ତି ।   କିନ୍ତୁ ରାଜ୍ୟ ସରକାର ଯାହା କହୁଛନ୍ତି କେନ୍ଦ୍ର ସରକାର ତାହା ମାନୁନାହାନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି । 

    Read more

    ମୁଖ୍ୟମନ୍ତ୍ରୀଙ୍କ ବିବୃତି ଦାବି କଲେ ନରସିଂହ

    ଭୁବନେଶ୍ୱର: ଓକିଲଙ୍କ ଆନେ୍ଦାଳନ ପ୍ରସଙ୍ଗରେ ସୋମବାର ବିଧାନସଭାରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିବୃତି ଦାବି କରିଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୁରନ୍ତ ବିବୃତି ଦିଅନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି ।

    ଓକିଲ ଆନେ୍ଦାଳନକୁ ...

    Read more

    କଂଗ୍ରେସର ଅନୁସନ୍ଧାନ ସରିନି: ନରସିଂହ

    ଭୁବନେଶ୍ୱର: ନିକଟରେ ଶେଷ ହୋଇଥିବା ନିର୍ବାଚନରେ କଂଗ୍ରେସ ଶୋଚନୀୟଭାବେ ପରାଜିତ ହୋଇଥିଲା ।  ରାଜ୍ୟର କଂଗ୍ରେସ ପ୍ରାର୍ଥୀମାନେ ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ଠାରୁ ବହୁ କମ  ଭୋଟ ପାଇଁ ଅମାନତ  ହାରିଥିଲେ । ତେବେ ପରାଜୟ ପରେ କଂଗ୍ରେସ ମାନସ ମନ୍ଥନ କରି ଏହା ...

    Read more

    ଓଡ଼ିଶା ସରକାର ଏକ ନିର୍ଜୀବ ସରକାର: ନରସିଂହ

    ଭୁବନେଶ୍ୱର: ଓଡ଼ିଶା ସରକାର ଏକ ନିର୍ଜୀବ ସରକାର । ଗୃହର ଅଚଳାବସ୍ଥା ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ନିଜର ପ୍ରତିକ୍ରିୟା ରଖି ଏହା କହିଛନ୍ତି । 

    ଶ୍ରୀ ମିଶ୍ର କହିଛନ୍ତି ଯେ,  ଗୃହରେ ଆମେ ଚାଷୀ ଓ ବେକାରୀ ପ୍ରସଙ୍ଗରେ ଆଲୋଚନା ପାଇଁ ଚାହିଁଥିଲୁ । ତେବେ ...

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook