Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    ଛୁଆଙ୍କୁ ଦିଅନ୍ତୁ ଏହି ଖାଦ୍ୟ

    Share on :
    ajab-Image
    Date: Jul 19, 2019    Views: 175

    ଛୁଆଙ୍କ ଖାଦ୍ୟ ତାଲିକାରେ ବିଟ୍ ସାମିଲ କରନ୍ତୁ । ବିଟ୍ ରସକୁ ଛୁଆଙ୍କ କାନପଟିରେ ମାଲିସ କରିବ ସହ ଏହାକୁ ଛୁଆ ପିଇଲେ ସ୍ମରଣ ଶକ୍ତି ବୃଦ୍ଧି ଘଟିଥାଏ ।

    ଛୁଆଙ୍କ ଦାନ୍ତ ବିନ୍ଧା ହେଉଥିଲେ ବିଟ୍ ରସ ନେଇ ଦାନ୍ତ ଚାରି କଡେ ଲଗାଇଲେ କିମ୍ବା ବିଟ୍ ରସରେ କୁଳି କଲେ, ଦାନ୍ତ ବିନ୍ଧା ତୁରନ୍ତି ଦୂର ହୋଇଥାଏ ।

    ବିଟ୍ କେଶ ଘନ କରିବାରେ ସାହଯ୍ୟ କରେ । ବିଟ୍ ପତ୍ରର ରସ ନେଇ ଦିନକୁ ୩ରୁ ୪ ଥର ଚନ୍ଦା ସ୍ଥାନରେ ମାଲିସ କରିବା ଦ୍ବାରା କେଶ ଉଠିବା ଆରମ୍ଭ ହୋଇଥାଏ ।

     

    ଶରୀରରେ ରକ୍ତର ପରିମାଣ କମ୍ ଥିଲେ ବା ହିମୋଗ୍ଲେବିନ କମ୍ ଥିଲେ, ସେମାନଙ୍କୁ ନିୟମିତ ବିଟ୍ ଖାଇବାକୁ ପରାମର୍ଶ ଦିଆଯାଏ ।

    ମାଇଗ୍ରେନ୍ ସମସ୍ୟା ଥିଲେ ବିଟ୍ ରସକୁ ଉଷୁମ କରି ନାକ ପୁଡାରେ ପକାଇଲେ ଉପଶମ ମଳିଥାଏ ।

    ଡାଇବେଟିସ ଓ ଏନିମିୟା ରୋଗୀଙ୍କ ପାଇଁ ଲାଭଦାୟକ ଅଟେ । ଏହା ସହ ହୃଦଘାତ ଜନିତ ରୋଗ ଦୂର ହୋଇଥାଏ ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook