Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଗୃହରେ ଉଠିଲା ଘରୋଇ ମେଡିକାଲ ପ୍ରସଙ୍ଗ

    Share on :
    ajab-Image
    Date: Jul 19, 2019    Views: 203

    ଭୁବନେଶ୍ୱର:  ଶୁକ୍ରବାର ବିଧାନସଭାରେ ଉଠିଛି ଘରୋଇ ମେଡିକାଲ ପ୍ରସଙ୍ଗ ।  ରାଜ୍ୟରେ ଘରୋଇ ମେଡିକାଲକୁ ନେଇ ବିଧାସଭାରେ ଉଦବେଗ ପ୍ରକାଶ ପାଇଛି । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ, ସରକାର ଘରୋଇ ମେଡିକାଲ ପାଇଁ ଜମି ଯୋଗାଇ ଦେଉଛନ୍ତି ।  ସବୁ ପ୍ରକାର ସୁବିଧା ସୁଯୋଗ ସରକାର ସେମାନଙ୍କୁ ପ୍ରଦାନ କରୁଛନ୍ତି ।  ଏହା ସତ୍ୱେ ଘରୋଇ ମେଡିକାଲ ରୋଗୀମାନଙ୍କୁ ଶୋଷଣ କରୁଛନ୍ତି । ଖାଲି ଶୋଷଣ କରୁନାହାନ୍ତି ସେମାନେ ଏକ ପ୍ରକାର ଲୁଟୁଛନ୍ତି ।  ଏମିତିକ ଶବ ରଖି ବି ପରିବାର ଲୋକଙ୍କ ଠାରୁ ଅର୍ଥ ଦାବି କରୁଛନ୍ତି । 

    ଅନ୍ୟପକ୍ଷରେ ଏହି ପ୍ରସଙ୍ଗକୁ ନେଇ ପ୍ରଦୀପ୍ତ ନାୟକ ନରସିଂହ ମିଶ୍ର ଓ ପ୍ରଦୀପ ମହାରଥୀ ବି ଉଦବେଗ ପ୍ରକାଶ କରିଥିଲେ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook