Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ଖେଳ ଖବର

ମୁଖ୍ୟ ଖବର

    ହଲ ଅଫ ଫେମରେ ସାମିଲ ହେଲେ ସଚ୍ଚିନ

    Share on :
    ajab-Image
    Date: Jul 19, 2019    Views: 111

     ନୂଆଦିଲ୍ଲୀ: ଆଇସିସି ଭାରତର ମହାନ ବ୍ୟାଟସମ୍ୟାନ ତଥା କ୍ରିକେଟର ଭଗବାନ କୁହାଯାଉଥିବା ସଚ୍ଚିନ ତେନ୍ଦୁଲକରଙ୍କୁ ଏକ ବଡ ସମ୍ମାନ ପ୍ରଦାନ କରିଛି । ସଚ୍ଚିନଙ୍କୁ ହଲ ଅଫ ଫେମରେ ସାମିଲ କରିଛି । ଲଣ୍ଡନରେ ହେଉଥିବା ଏକ ସମାବେଶରେ ସଚିନଙ୍କ ବ୍ୟତୀତ ସାଉଥ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଏଲନ ଡୋନାଲ୍ଡ ଏବଂ ଅଷ୍ଟ୍ରେଲିଆର ମହିଳା ବୋଲର କ୍ୟାଥେରିନଙ୍କୁ ଏହି ସମ୍ମାନ ଦେଇଛି ।  ସଚ୍ଚିନ ଏହି ସମ୍ମାନ ପାଇବାରେ ଷଷ୍ଠ ଭାରତୀୟ ହୋଇଛନ୍ତି । ଏହା ପୂର୍ବରୁ ବିଶନ ସିଂହ ବେଦୀ, କପିଲ ଦେବ, ସୁନୀଲ ଗାଭାସ୍ପର, ଅନିଲ କୁମ୍ବଲେ ଏବଂ ରାହୁଲ ଦ୍ରାବିଡଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଇଥିଲା । ଅବସର ନେବାର ୫ ବର୍ଷ ମିଳେ ଏହି ସମ୍ମାନ। ସଚିନ ୨୦୦ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଯେଉଁଥିରେ ସେ ରେକର୍ଡ ରନ ପ୍ରତିଷ୍ଠା କରିଛନ୍ତି । ଏହି କ୍ଲବରେ ସାମିଲ ହେବା ପାଇଁ ସଚିନ ଆଇସିସିର ମାପଦଣ୍ଡକୁ ପୂରଣ କରିଛନ୍ତି । ତାଙ୍କୁ ସଙ୍ଗେସଙ୍ଗେ ଏଥିରେ ସାମିଲ କରାଯାଇଥିଲା । ଆଇସିସିର ଗାଇଡଲାଇନ ଅନୁସାରେ ଏହି କ୍ଲବରେ ସେହି ଖେଳାଳି ସାମିଲ ହୋଇପାରିବେ ଯେଉଁମାନେ ଅତି କମରେ ୫ ବର୍ଷ ହେଲା ଅନ୍ତର୍ୟାତୀୟ କ୍ରିକେଟରୁ ଅବସର ନେଇସାରିଥିବେ । ସଚିନ ନିଜର ଶେଷ ଟେଷ୍ଟ ୨୦୧୩ରେ ଖେଳିଥିଲେ ।

    Maximum 500 characters

    ଖେଳ ଖବର View all

    Find Us on Facebook