Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସିଇଓଙ୍କୁ ଫେରାଦ ହେଲା ବିଜେଡି

    Share on :
    ajab-Image
    Date: Jul 19, 2019    Views: 217

    ଭୁବନେଶ୍ୱର: ପାଟକୁରା ପାଇଁ ଗୁରୁବାର ପ୍ରଚାର ସରିଥିବାବେଳେ ଶନିବାର ପଡ଼ିବ ଭୋଟି । ଏନେଇ ରାଜନୈତିକ ପାଣିପାଗ ପୁରା ସରଗାରମ । ସାରା ଓଡ଼ିଶାର ନଜର ଏବେ ପାଟକୁରା ଉପରେ କେନ୍ଦ୍ରୀଭୂତ ହୋଇଛି । ତେବେ  ଏହାରି ଭିତରେ  ବିଜେଡିର ଏକ ପ୍ରତିନିଧି ଦଳ ଶୁକ୍ରବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ  ଭେଟିଛନ୍ତି । ବିଜେଡିର ୮ ଜଣ ମହିଳା ବିଧାୟକ ପାଟକୁରା ନିର୍ବାଚନ ନେଇ ସିଇଓଙ୍କୁ ଫେରାଦ ହୋଇଛନ୍ତି ।   ପାଟକୁରାରେ ୫୬ଟି ବୁଥ ସମ୍ବେଦନଶୀଳ ଥିବା ଦର୍ଶାଇ ସେଠାରେ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ  ସମ୍ପୃକ୍ତ ପ୍ରତିନିଧି ଦଳ ସିଇଓଙ୍କୁ ଅନୁରୋଧ କରିଛନ୍ତି ।  ଏପରିକି ବିଜେପି ବୁଥ ଜବରଦଖଲ କରିବାର ଆଶଙ୍କା ଥିବା ମଧ୍ୟ ସମ୍ପୃକ୍ତ ପ୍ରତିନିଧି ଦଳ ସିଇଓଙ୍କୁ ଦର୍ଶାଇଛନ୍ତି ।  

    ସୂଚନାଯୋଗ୍ୟ ପାଟକୁରାରେ ଅଛନ୍ତି ୧୦ ଜଣ ପ୍ରାର୍ଥୀ । ବିଜେପି ପକ୍ଷରୁ ବିଜୟ ମହାପାତ୍ରଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସ ଜୟନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ସେହିପରି  ବିଜେଡି ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ପ୍ରାର୍ଥୀ କରିଛି । ଆଉ ୭ ଜଣ ଅଛନ୍ତି ସ୍ୱାଧୀନ ପ୍ରାର୍ଥୀ । ଭୋଟ୍ ଗ୍ରହଣ ବ୍ୟବସ୍ଥାକୁ ସୁରୁଖୁରରେ ଚଳାଇବା ପାଇଁ ୬୩୨ ଜଣ ପୋଲିଂ ଅଧିକାରୀ ମହଜୁଦ୍ ରହିବେ । ସେପଟେ ପାଟକୁରାର ୧୩୮ଟି ସମ୍ବେଦନଶୀଳ ବୁଥ୍ ପାଇଁ ସ୍ୱତନ୍ତ୍ର ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯିବ । ଏହାସହ ସେଗୁଡ଼ିକରେ ଭିଡିଓଗ୍ରାଫିର ବ୍ୟବସ୍ଥା କରାଯାଇଛି । ୪୦ଟି ସିସିଟିଭି ମଧ୍ୟ ଲଗାଯାଇଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook