Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ପୋଖରୀରେ ବୁଡ଼ି ଛାତ୍ର ମୃତ

    Share on :
    ajab-Image
    Date: Jul 15, 2019    Views: 265

    ମାଲକାନଗିରି: ମାଲକାନଗିରି ଗଙ୍ଗଲା ସେବାଶ୍ରମରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଆଶ୍ରମର ଜଣେ ଛାତ୍ର ପ୍ରାଣ ହରାଇଛନ୍ତି । ଗାଧୋଉଥିବାବେଳେ ଛାତ୍ରଟି ବୁଡ଼ି ଯାଇଥିବା ଜଣାପଡ଼ିଛି । ତାକୁ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଛାତ୍ରର ମୃତୁ୍ୟକୁ ନେଇ ଏବେ ଉତ୍ତେଜନା ଦେଖାଦେଇଛି । ଛାତ୍ର ଜଣକ ହଷ୍ଟେଲରେ ଥିବାବେଳେ ସେ କିପିରି ବାହାରକୁ ଗଲେ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି । ଅନ୍ୟପକ୍ଷରେ ହଷ୍ଟେଲକୁ ଅସୁରକ୍ଷିତ କହି ଅନ୍ୟ ପିଲାମାନେ ହଷ୍ଟେଲ ଛାଡ଼ୁଥିବା ଜଣାଯାଇଛି । ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି । 

    Maximum 500 characters

    Find Us on Facebook