Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ଓଲଟିଲା ଟ୍ରକ, ୨୫ ଗୋରୁ ମୃତ

    Share on :
    ajab-Image
    Date: Jul 15, 2019    Views: 217

    ବାଲେଶ୍ୱର : ବାଲେଶ୍ୱର ଜିଲାର ଜଳେଶ୍ୱର ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥରେ ଏକ ଗୋରୁ ବୋଝେଇ ଟ୍ରକ ଓଲଟି ୨୫ ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଟ୍ରକର ଚାଳକ ଓ ହେଲପର ଫେରାର ହୋଇଯାଇଛନ୍ତି। ପଶ୍ଚିମବଙ୍ଗରୁ ବେଆଇନ ଗୋ ଚାଲାଣ ବେଳେ ଏହି ଦୁର୍ଘଟଣା ଘଟିଛି। ଗାଡ଼ି ଭିତରେ ପ୍ରାୟ ୧୦୦ଟି ଗାଈ ଥିଲେ। ଦୁର୍ଘଟଣା ପରେ ଜୀବିତ ଥିବା ଗାଈମାନଙ୍କୁ ଲୋକେ ଚୋରି କରି ନେଇଥିବା ସୂଚନା ମିଳିଛି।

    Maximum 500 characters

    Find Us on Facebook