Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ବ୍ୟାଙ୍କ କିଓସ୍କରୁ କୋଟିଏ ଗାଏବ

    Share on :
    ajab-Image
    Date: Jul 15, 2019    Views: 237

    ନୂଆପଡ଼ା:ସ୍ଥାନୀୟ କୁରୁମପୁରୀ କିୱସ୍କରୁ କୋଟିଏରୁ ଅଧିକ ଟଙ୍କା ଗାଏବ ନେଇ ଅଭିଯୋଗ ହୋଇଛି । ଏନେଇ ଶତାଧିକ ଆକାଉଣ୍ଟଧାରୀ ଷ୍ଟେଟବ୍ୟାଙ୍କ ଭିତରେ ଧସେଇ ପଶିଛନ୍ତି । ଫଳରେ ବ୍ୟାଙ୍କ କାର୍ଯ୍ୟ ଠପ ହୋଇଯାଇଛି । ଠକାମୀର ଶିକାର ଆକାଉଣ୍ଟଧାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । 

    Maximum 500 characters

    Find Us on Facebook