Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛାତିରେ ଯନ୍ତ୍ରଣା ଯୋଗୁଁ କ୍ରିକେଟର କପିଳ ଦେବ ଦିଲ୍ଲୀ ଓଖାଲ ରୋଡ ସ୍ଥିତ ଫରଟିସ ଏସକର୍ଟସ ହାର୍ଟ ଇନଷ୍ଟିଚୁ୍ୟଟରେ ଭର୍ତ୍ତି କରାଯାଇଛି ।

banner

RURAL

ମୁଖ୍ୟ ଖବର

    ଗୋଷ୍ଠୀ ସଙ୍ଘର୍ଷ, ୬ଆହତ

    Share on :
    ajab-Image
    Date: Jul 14, 2019    Views: 151


     କଟକ : କଟକ ଆଠଗଡ ଥାନା ଗୈଡଝରି ଗାଁରେ କୌଣସୀ କାରଣରୁ ଗୋଷ୍ଠୀ ସଙ୍ଘର୍ଷ ଘଟିଛି । ଏଥିରେ ୬ଜଣ ବ୍ୟକ୍ତି ଆହତ ହୋଇଛନ୍ତି । 
    ଆଠଗଡ ଥାନା ଗଡଝୈରୀ ଗାଁରେ କୌଣସୀ କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଥିଲା । ଫଳରେ ୬ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ସେମାନଙ୍କୁ କଟକ ବଡ ମେଡିକାଲରେ ଭର୍ତି କରାଯାଇଛି । ଏହି ଘଟଣାକୁ କେନ୍ଦ୍ର କରି ଗାଁରେ ଉତ୍ତେଜନାମୂଳକ ଏବେ ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ସୁଧାରିବା ପାଇଁ ସେଠାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି । 

    Maximum 500 characters

    Find Us on Facebook