Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆନନ୍ଦପୁର: ଏନଏଚ ୨୦ର ବରପଦା ଛକରେ ଚାଉଳ ବୋଝେଇ ଟ୍ରକ ଧକ୍କାରେ ଅଜା ଓ ନାତି ମୃତ

ହବିଷ୍ୟାଳୀଙ୍କ ପାଇଁ କଟକଣା ଜାରି

ବାଲେଶ୍ୱରରେ ବିକାଶ ଦାୟିତ୍ୱ ମୁଁ ନିଜେ ବୁଝିବି:ନବୀନ

ପୋଲିସ ଗୁଳିରେ ପ୍ରାଣ ହରାଇଲା ନିସ୍ ଚର୍ଚ୍ଚ ଆତଙ୍କୀ

ପୁଲୱାମା ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ନେଇ ମନ୍ତ୍ରୀଙ୍କ ବଡ ଖୁଲାସା

୨ ତାରିଖରୁ ଖୋଲିବ ଏମ୍ସ ଓପିଡି

ଫ୍ରାନ୍ସ ଆକ୍ରମଣକୁ ନେଇ ମହାଥୀରଙ୍କ ବିବାଦୀୟ ବୟାନ

ଇଥାନଲର କ୍ରୟମୂଲ୍ୟ ବୃଦ୍ଧିକୁ ଧର୍ମେନ୍ଦ୍ରଙ୍କ ସ୍ୱାଗତ

banner

RURAL

ମୁଖ୍ୟ ଖବର

    ହାତୀ ଆକ୍ରମଣରେ ଜଣେ ମୃତ

    Share on :
    ajab-Image
    Date: Jul 12, 2019    Views: 387

    କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଘଟଗାଁ ରେଞ୍ଜ ଅଧୀନସ୍ଥ ଦୁଧିଆନାଳି ଗାଁରେ ହାତୀ ଆକ୍ରମଣର ଜଣଙ୍କର ମୃତ୍ୟୁ ହୋଇଛି  । ମୃତକ ହେଲେ ଭରତ ନାଏକ (୪୫)। ଭୋଜି ଖାଇ ଘରକୁ ଫେରୁଥିବାବେଳେ ସେ ହାତୀ ଆକ୍ରମଣର ଶୀକାର ହୋଇଥିବା ଜଣାପଡ଼ିଛି । 

    ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଭରତ ଭୋଜି ଖାଇ ଘରକୁ ଫେରୁଥିଲେ । ଏହି ସମୟରେ ଗୋଟିଏ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ତାଙ୍କୁ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

    ସୂଚନାଯୋଗ୍ୟ, ୪ ଦିନ ମଧ୍ୟରେ କେନ୍ଦୁଝରରେ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହେଲାଣି । 

    Maximum 500 characters

    Find Us on Facebook