Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛାତିରେ ଯନ୍ତ୍ରଣା ଯୋଗୁଁ କ୍ରିକେଟର କପିଳ ଦେବ ଦିଲ୍ଲୀ ଓଖାଲ ରୋଡ ସ୍ଥିତ ଫରଟିସ ଏସକର୍ଟସ ହାର୍ଟ ଇନଷ୍ଟିଚୁ୍ୟଟରେ ଭର୍ତ୍ତି କରାଯାଇଛି ।

banner

RURAL

ମୁଖ୍ୟ ଖବର

    ଚିତ୍ରୋପôଳାରେ ଛାତ୍ର ନିଖୋଜ

    Share on :
    ajab-Image
    Date: Jul 11, 2019    Views: 211

    ସାଲେପୁର: ଚିତ୍ରୋପôଳା ନଦୀରେ ବୁଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ର ବୁଡ଼ି ନିଖୋଜ ହୋଇଯାଇଥିବା ଜଣାଯାଇଛି ।  ତେବେ ବୁଡ଼ି ଯାଇଥିବା ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରାଯାଇଛି ।  ନେମାଳ ଥାନା ଜନାର୍ଦ୍ଧନପୁର ଶନିଶ୍ଚର ଘାଟ ପାଖ ନଦୀରେ ଗାଧୋଉଥିବାବେଳେ ଏହି ଅଘଟଣ ଘଟିଛି ।  ଜନାର୍ଦ୍ଧନପୁରରେ ଏକ ବାହାଘର ଭୋଜିରେ ଯୋଗଦେବାକୁ ଆସୁଥିବା ସମ୍ପୃକ୍ତ ୩ ଜଣ ଶନିଶ୍ଚର ଘାଟ ପାଖ ନଦୀରେ ଗାଧୋଉଥିଲେ । ତେବେ ସେମାନେ ବୁଡ଼ିଯାଇଥିଲେ । ପରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜଣେ ନିଖୋଜ ଥିବା ଜଣାଯାଇଛି । 

    Maximum 500 characters

    Find Us on Facebook