Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୪୦ ରନ୍‌

    Share on :
    Date: Jul 10, 2019    Views: 113

    ଲଣ୍ଡନ: କ୍ରିକେଟ ବିଶ୍ଵକପରେ ବର୍ଷା ବାଧାପ୍ରାପ୍ତ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ ବୁଧବାର ପୁଣି ଆରମ୍ଭ ହୋଇଛି। ବୁଧବାର ୪୬.୧ ଓଭରରୁ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ୫୦ ଓଭରରେ ୨୩୯ ରନ କରିବାରେ ସକ୍ଷମ ହୋଇଛି। ଫଳରେ ଭାରତ ବିଜୟ ଲକ୍ଷ୍ୟ ହାସଲ ପାଇଁ ୨୪୦ ରନ ଦରକାର।

    ମଙ୍ଗଳବାର ନ୍ୟୁଜିଲାଣ୍ଡ ୪୬.୧ ଓଭର ଖେଳି ୫ ଉଇକେଟ ବିନିମୟରେ ୨୧୧ ରନ କରିଥିଲା। ଏହି ସମୟରେ ବର୍ଷା ହେବାରୁ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିଲା। ଦଳ ପକ୍ଷରୁ ରସ୍‌ ଟେଲର ସର୍ବାଧିକ ୭୪ ରନ୍‌(୯୦ ବଲ) କରିଛନ୍ତି। ୪୮ତମ ଓଭରରେ ବୁମ୍‌ରାଙ୍କ ବଲରେ ୨ ରନ୍‌ ସଂଗ୍ରହ କରିବାକୁ ଉଦ୍ୟମ କରି ସେ ରବୀନ୍ଦ୍ର ଜାଡେଜାଙ୍କ ଦ୍ବାରା ରନ୍‌ ଆଉଟ୍‌ ହୋଇଥିଲେ। ଟେଲରଙ୍କ ପରେ ଦଳ ପକ୍ଷରୁ ୱଲିୟମସନ୍‌ ୯୫ ବଲ୍‌ରେ ଦ୍ବିତୀୟ ସର୍ବାଧିକ ୬୭ ରନ୍‌ କରିଥିଲେ।

    ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ସର୍ବାଧିକ ୩ଟି ୱିକେଟ ନେଇଥିବାବେଳେ ରବୀନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

    Read more

    ନୁ୍ୟଜିଲାଣ୍ଡ ବୋଲିଂ କୋଚଙ୍କ ଚେତାବନୀ ସତ ହେବକି ?

    ମାଞ୍ଚେଷ୍ଟର: ଗତକାଲିର ବର୍ଷା ବାଧକ ପରେ ଆଜି ଖେଳାଯାଉଛି ପ୍ରଥମ ସେମିଫାଇନାଲର ବାକି ରହିଥିବା ଖେଳ । ଭାରତକୁ ୨୪୦ ରନର ବିଜୟ ଲକ୍ଷ୍ୟ ଦେଇଛି ନୁ୍ୟଜିଲାଣ୍ଡ   । ତେବେ ଭାରତର  ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ମାତ୍ର ୨୪ରନରେ ଭାରତ ତାର ବହୁମୂଲ୍ୟ ୪ଟି ...

    Read more

    ଭାରତ-ନୁ୍ୟଜିଲାଣ୍ଡ ଖେଳ ଆରମ୍ଭ

    ମାଞ୍ଚେଷ୍ଟର: ମାଞ୍ଚେଷ୍ଟରରେ ଭାରତ-ନୁ୍ୟଜିଲାଣ୍ଡ  ବିଶ୍ୱକପ ସେମିଫାଇନାଲ ଖେଳ ଆରମ୍ଭ ହୋଇଛି ।  କାଲିର ବାକିଆ ଖେଳ ଠାରୁ ଆରମ୍ଭ ହେଲା ଆଜିର ମ୍ୟାଚ । ୪୬.୧ ଓଭରରେ ୨୧୧/୫ରୁ ଖେଳ ଆରମ୍ଭ କଲା ନୁ୍ୟଜିଲାଣ୍ଡ  । ଗତକାଲି ବର୍ଷା ପାଇଁ ମ୍ୟାଚ ଅଧାରୁ ବନ୍ଦ ରହିଥିଲା ...

    Read more

    ବ୍ୟାଟିଂ କରିବ ଇଂଲଣ୍ଡ

    ଲଣ୍ଡନ: ଏଜବେଷ୍ଟନରେ ଆଜି ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବେ । ଇଂଲଣ୍ଡ ଅଧିନାୟକ  ଇଆନ ମୋର୍ଗାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ଫିଲ୍ଡିଂ ନିଷ୍ପତି ନେଇଛନ୍ତି । ଏହାସହ ସେ ଭାରତକୁ ଫିଲ୍ଡିଂ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି । ସେମିଫାଇନାଲ ରେସରେ ରହିବାକୁ ...

    Maximum 500 characters

    ଖେଳ ଖବର View all

    Find Us on Facebook