ମୁଖ୍ୟ ଖବର
ଭୁବନେଶ୍ୱର: ଜାତୀୟ ହକି କ୍ୟାମ୍ପ ଲାଗି ୪ ଜଣ ଓଡ଼ିଆ ମନୋନୀତ ହୋଇଛନ୍ତି । ଗତକାଲି ଠାରୁ ବେଙ୍ଗାଲୁରୁରେ ଜାତୀୟ ସିନିୟର ପୁରୁଷ ହକି ଶିବିର ଆରମ୍ଭ ହୋଇଛି । ଶିବିରକୁ ମନୋନୀତ ୩୪ଜଈଙ୍କ ମଧ୍ୟରୁ ଓଡ଼ିଶାର ୪ ଜଣ ଖେଳାଳି ଅଛନ୍ତି । ସେମାନେ ହେଲେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ସଂଜୀପ ନିଲମ ଖେସ ଓ ଶିଳାନନ୍ଦ ଲାକ୍ରା
Comments ସମସ୍ତ ମତାମତ 0