Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ଖେଳ ଖବର

ମୁଖ୍ୟ ଖବର

    ସନ୍ନ୍ୟାସ ନେବା ପାଇଁ ଘୋଷଣା କଲେ ଇମ୍ରାନ ତାହିର

    Share on :
    ajab-Image
    Date: Jul 6, 2019    Views: 197

    ଲଣ୍ଡନ : ସାଉଥ ଆଫ୍ରିକାର ବୋଲର ଇମ୍ରାନ ତାହିର  କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବିଶ୍ୱକପରେ ଅଷ୍ଟ୍ରେଲିଆ ବିରୋଧରେ ଅନ୍ତିମ ଗ୍ରୁପ ମ୍ୟାଚ ତାଙ୍କର ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ହେବ । ପାକିସ୍ତାନରେ ଜନ୍ମିତ ଇମ୍ରାନଙ୍କ ଏହା ହେଉଛି ୧୦୭ତମ ମ୍ୟାଚ ।

    ଦୁନିଆର ଜଣେ ଦୁର୍ଦ୍ଦଶ ସ୍ପିନର ଭାବେ ପରିଚିତ ଇମ୍ରାନ ତାହିର ଟ୍ୱିଟ କରି ନିଜର ଅବସର ବାବଦରେ ଗୋଷଣା କରିଛନ୍ତି । ସେ କହିଛନ୍ତି, ସମସ୍ତଙ୍କ ଭଳି ସେ ମଧ୍ୟ ଭଲ ଭାବେ ବିଶ୍ୱକପରୁ ବିଦାୟ ନେବା ପାଇଁ ଚାହୁଁଛନ୍ତି । ସେହି ସମୟ ଅତି ଭାବବିହ୍ୱଳ । ଏହି ମ୍ୟାଚପରେ ଦିନିକିଆ କ୍ରିକେଟକୁ ବିଦାୟ କହିବା ଅଧିକ କଷ୍ଟକର ହେବ । ସେ ଆହୁରି ମଧ୍ୟ କ୍ୟାରିଅରର ଆରମ୍ଭରେ ତାଙ୍କ ସହ ରହିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ ସାଉଥ ଆଫ୍ରିକା ବୋର୍ଡକୁ ନିଜର ସ୍ୱପ୍ନ ସାକାର କରିବା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ତାଙ୍କ ଦଳରେ ଅନେକ ପ୍ରତିଭାବାନ ଯୁବ ଖେଳାଳି ରହିଛନ୍ତି ବୋଲି ସେ କହିଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook