Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ଅର୍ଥନୀତି

ମୁଖ୍ୟ ଖବର

    ଉଚ୍ଚ ଶିକ୍ଷା ପାଇଁ ୪୦୦କୋଟି ବ୍ୟୟ ବରାଦ

    Share on :
    ajab-Image
    Date: Jul 5, 2019    Views: 315

    ନୂଆଦିଲ୍ଲୀ: ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନା  ସମୟରେ  ଭାରତକୁ ପୁଣି ଶିକ୍ଷା କ୍ଷେତ୍ରରେ କେନ୍ଦ୍ର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ଅର୍ଥମନ୍ତ୍ରୀ ସୀତାରମଣ ଉପସ୍ଥାପନାରେ କହିଛନ୍ତି । ଭାରତରେ ଶିକ୍ଷା କ୍ଷେତ୍ରରେ ସୂଚ୍ଛତା ପାଇଁ ପ୍ରୟାସ ଜାରି ରହିଛି । ଉଚ୍ଚ ଶିକ୍ଷା ପାଇଁ ୪୦୦କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ପାଞ୍ଚ ବର୍ଷ ପୂର୍ବରୁ ଶେଷ୍ଠ ୨୦୦ରେ ଭାରତରୁ ଗୋଟିଏ ବି ନଥିଲେ । ଚଳିତ ଥର ବିଶ୍ୱର ଶ୍ରେଷ୍ଠ ୨୦୦ ଶିକ୍ଷାନୁଷ୍ଠାନ ଭିତରେ ଭାରତର ୩ଟି ସ୍ଥାନିତ ହୋଇଛନ୍ତି ।  ତେଣୁ ଏହାକୁ ଦୃଷ୍ଟିରେ ରଖି ବିଦେଶୀ ଛାତ୍ରଙ୍କ ପାଇଁ ଷ୍ଟଡ଼ି ଇଣ୍ଡିଆ ପ୍ରୋଗ୍ରାମ କରାଯିବ । ଅନଲାଇନ ପାଠ୍ୟକ୍ରମ ଉପରେ ବିଶେଷ ଧ୍ୟାନ ଦିଆଯିବ । କୈାଶଳ ବିକାଶ ଯୋଜନାରେ ଦେଶର ଏକ କୋଟି ଯୁବକଙ୍କ ପାଇଁ ସ୍କିଲ ଯୋଜନା କରାଯାଇଛି । ଅକ୍ଟୋବର ୦୨ରେ ଦିଲ୍ଲୀ ରାଜଘାଟରେ ରାଷ୍ଟୀୟ ସ୍ୱଚ୍ଛତା କେନ୍ଦ୍ର ଉଦଘାଟନ କରାଯିବ । ଏହାସହ ଷ୍ଟାର୍ଟ ଅପ ପାଇଁ ଦୂରଦର୍ଶନରେ ନୂଆ କାର୍ଯ୍ୟକ୍ରମ କରାଯିବ । 

    Maximum 500 characters

    ଅର୍ଥନୀତି View all

    Find Us on Facebook