Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ଖେଳ ଖବର

ମୁଖ୍ୟ ଖବର

    ବ୍ୟାଟିଂ କରିବ ଇଂଲଣ୍ଡ

    Share on :
    ajab-Image
    Date: Jun 30, 2019    Views: 205

    ଲଣ୍ଡନ: ଏଜବେଷ୍ଟନରେ ଆଜି ଭାରତ ଏବଂ ଇଂଲଣ୍ଡ ମୁହାଁମୁହିଁ ହେବେ । ଇଂଲଣ୍ଡ ଅଧିନାୟକ  ଇଆନ ମୋର୍ଗାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ଫିଲ୍ଡିଂ ନିଷ୍ପତି ନେଇଛନ୍ତି । ଏହାସହ ସେ ଭାରତକୁ ଫିଲ୍ଡିଂ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି । ସେମିଫାଇନାଲ ରେସରେ ରହିବାକୁ ହେଲେ ଇଂଲଣ୍ଡକୁ ଆଜିର ମ୍ୟାଚ ଯାହା ବି ହେଲେ ଜିତିବାକୁ ପଡିବ । ଏହି ପଡିଆରେ ଭାରତର ରେକର୍ଡ ବହୁତ ଭଲ ରହିଛି । ଗତ ୬ ବର୍ଷ ହେଲା ଭାରତ ଏଠାରେ ଗୋଟିଏ ମଧ୍ୟ ମ୍ୟାଚ ହାରିନାହିଁ । ଭାରତକୁ ଲଗାତାର ୫ବର୍ଷ ଧରି ଏଠାରେ ବିଜୟ ମିଳିଛି ।
    ସମ୍ଭାବ୍ୟ ଭାରତୀୟ ଦଳ-

    ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ବିଜୟ ଶଙ୍କର, ଏମଏସ ଧୋନୀ, କେଦାର ଯାଦବ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜସପ୍ରିତ ବୁମରାହ, ହାର୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି

    Maximum 500 characters

    ଖେଳ ଖବର View all

    Find Us on Facebook