Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ସିନେ ପ୍ରଯୋଜକ କେଶବ ରାଉତଙ୍କ ପରଲୋକ

    Share on :
    Date: Jun 30, 2019    Views: 159

    କଟକ: ବିଶିଷ୍ଟ ସିନେ ପ୍ରଯୋଜକ କେଶବ ରାଉତଙ୍କ ପରଲୋକ ଘଟିଛି । ଶଙ୍କରପୁରସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ହୃଦଘାତରେ ତାଙ୍କର ପରଲୋକ ଘଟିଛି । ପରଲୋକ ବେଳେ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା ।  ସେ ସୁନାହରିଣୀ, ସୁନା ଚଢେଇ, ସନ୍ତାନ ଓ ଭୀଷ୍ମପ୍ରତିଜ୍ଞା ଭଳି ବହୁ ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ । ସେହିପରି  ଅନେକ ଟିଭି ସିରିଏଲର ମଧ୍ୟ ସେ ପ୍ରଯୋଜନା ଦେଇଥିଲେ । 

    Maximum 500 characters

    କଳା View all

    Find Us on Facebook