Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତ୍ମରକ୍ଷା ପାଇଁ ବିଜେଡି ନାଗରିକତା ବିଲକୁ ସମର୍ଥନ କରିଛି: ନିରଞ୍ଜନ

ବାରବାଟୀରେ କ୍ରିକେଟ ଟିକଟ ପାଇଁ ପରିଚୟପତ୍ର ଜରୁରୀ: ଓସିଏ

ନାଗରିକତା ବିଲକୁ ବିଜେଡିର ସମର୍ଥନ

ନୂଆ ବର୍ଷକୁ କମିବ ପିଆଜ ଦର: ରଣେନ୍ଦ୍ର ସ୍ୱାଇଁ

ନାଗରିକ ସଂଶୋଧନ ବିଲ ଆଗତ ସପକ୍ଷରେ ୨୯୩ ଭୋଟ

୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ସରିବ ଖଣି ନିଲାମ: ଖଣିମନ୍ତ୍ରୀ

ଧରାପଡ଼ିଲେ ୪ ନକଲି ଶିକ୍ଷକ

ପିଆଜ ଦର ନିୟନ୍ତ୍ରଣ ପାଇଁ ବୈଠକ

ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ ଗଣଦୁଷ୍କର୍ମ ଘଟଣାରେ ଆଉ ୨ ଗିରଫ, ମୋଟ ଗିରଫ ସଂଖ୍ୟା ହେଲା ୬

ଲୋକସଭାରେ ନାଗରିକ ସଂଶୋଧନ ବିଲ ଆଗତ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

କାଳିଆ ହିତାଧିକାରୀ ତାଲିକାରେ ପୂର୍ବତନ ବିଧାୟକଙ୍କ ବୋହୂ

ନିଖୋଜଙ୍କ ଗଳିତ ମୃତଦେହ ଠାବ

banner

କଳା

ମୁଖ୍ୟ ଖବର

    ଅମିଷା ପଟେଲ୍‌ଙ୍କ ବିରୋଧରେ ଠକେଇ ଅଭିଯୋଗ

    Share on :
    ajab-Image
    Date: Jun 29, 2019    Views: 229

    ମୁମ୍ବାଇ:ବଲିଉଡ଼୍‌ର ଚର୍ଚ୍ଚିତ ଅଭିନେତ୍ରୀ ଅମିଷା ପଟେଲଙ୍କ ଉପରେ ଅଢ଼େଇ କୋଟି ଟଙ୍କା ଠକେଇ କରିଥିବାର ଅଭିଯୋଗ ହୋଇଛି । ଫିଲ୍ମ ପ୍ରଡ୍ୟୁସର ଅଜୟ ସିଂହ ଅମିଷାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଏ ନେଇ ରାଞ୍ଚି କୋର୍ଟ ତାଙ୍କୁ ସମନ ଜାରି କରିଛନ୍ତି । ଜୁଲାଇ ୮ ସୁଦ୍ଧା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।
    ପ୍ରଡ୍ୟୁସରଙ୍କ କହିବା ମୁତାବକ, ଅମୀଷାଙ୍କ ସହିତ ତାଙ୍କର ରାଞ୍ଚୀରେ ଦେଖା ହୋଇଥିଲା । ଅଜୟଙ୍କ ଫିଲ୍ମ ପ୍ରୋଜେକ୍ଟ ଉପରେ ସେ ନିଜେ ଅଢ଼େଇ କୋଟି ଟଙ୍କା ନିବେଶ କରିଥିଲେ । କିନ୍ତୁ ଅମୀଷା ନିଜ ଫିଲ୍ମ ହାଉସରେ ସେହି ଟଙ୍କା  ଖର୍ଚ୍ଚ କରି ଲାଭ ଉଠାଇଛନ୍ତି । ଅମୀଷା ଲାଭାଂଶ ସହିତ ସୁଧ ମଧ୍ୟ ଦେଉ ନାହାଁନ୍ତି । ତାଙ୍କୁ ଟଙ୍କା ମାଗିବାରୁ ସେ ମନା କରିଦେବା ସହିତ ଓଲଟା ଧମକ ଦେଉଛନ୍ତି । ସେଥିପାଇଁ ପ୍ରଡ୍ୟୁସର ଅଜୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏ ନେଇ ରାଞ୍ଚି କୋର୍ଟ ତାଙ୍କୁ ସମନ ଜାରି କରିଛନ୍ତି । ଜୁଲାଇ ୮ ସୁଦ୍ଧା କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।

    Maximum 500 characters

    କଳା View all

    Find Us on Facebook