Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ବୁଢ଼ିଆଣୀ ସୂତାରୁ ରଶି!

    Share on :
    Date: Jun 7, 2019    Views: 139

    ବୁଢ଼ିଆଣୀ ଜାଲ ପାଣିରେ ମିଳାଏନାହିଁ । ବୁଢିଆଣୀ ସୂତା ଏକ ପ୍ରକାରର ପୁଷ୍ଟିସାରାଯୁକ୍ତ ତନ୍ତୁ ଏବଂ ବେଶ୍ ଶକ୍ତିଶାଳୀ । ଜାପାନର ନାରା ଭେଷଜ  ବିଶ୍ୱବିଦ୍ୟାଳୟର ପଲିମର୍ ବିଜ୍ଞାନୀ ପ୍ରଫେସର ସିଜିୟୋସି ଓସାକି ଚାଳିଶ ବର୍ଷ ହେଲା ବୁଢୀଆଣୀ ସୂତା ଉପରେ ଗବେଷଣା କରୁଛନ୍ତି । ସେ ବୁଢ଼ୀଆଣୀ ସୂତାକୁ ବୈଜ୍ଞାନିକ ପଦ୍ଧତିରେ ତାରରେ ପରିଣତ କରିଛନ୍ତି । ଏହି ତାର ଭାଓଲିନ ବାଦ୍ୟ-ଯନ୍ତ୍ରରେ ଲାଗିପାରିବ । ଶଲ୍ୟ ଚିକିତ୍ସାରେ ଲାଗୁଥିବା ବିଭିନ୍ନ ପ୍ରକାର  ସୂକ୍ଷ୍ମ ସରଞ୍ଜାମ ଏବଂ ଗୁଳ-ନରୋଧୀ ପୋଷାକ ତିଆରିରେ ଏହା ବ୍ୟବହାର କରାଯାଇପାରିବ ବୋଲି ପ୍ରଫେସର ଓସାକିଙ୍କଠାରୁ ପ୍ରକାଶ । ବୁଢ଼ୀଆଣୀ ସୂତାରେ ସେ ବିଭିନ୍ନ ମୋଟେଇର ରଶି କରିଛନ୍ତି । ରଶି ଦ୍ୱାରା ଗୋଟିଏ ଦୋଳି ମଧ୍ୟ ବୁଣିଛନ୍ତି, ଯେଉଁଟି ଛଅ ଶହ କିଲୋଗ୍ରାମ ଓଜନ ଉଠାଇବାକୁ ସକ୍ଷମ । 

    Maximum 500 characters

    ଅଜବ View all

    Find Us on Facebook