Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ଦୁଇ ବନ କର୍ମଚାରୀ ନିଲମ୍ବିତ

    Share on :
    ajab-Image
    Date: Jun 7, 2019    Views: 385

    ନୀଳଗିରି : କୁଳଡିହା ଅଭୟାରଣ୍ୟରେ ଦନ୍ତାକୁ ମାରି ଦାନ୍ତ ଲୁଟ୍ ଘଟଣାରେ ଦୁଇ ବନ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଦାୟିତ୍ବରେ ଅବହେଳା ଯୋଗୁଁ ସେମାନଙ୍କୁ ବାଲେଶ୍ବର ଡିଏଫଓ ନିଲମ୍ବନ କରିଛନ୍ତି। ଦୁଇ ବନ କର୍ମଚାରୀ ହେଲେ କୁଳଡିହା ଫରେଷ୍ଟର ଓ ଫରେଷ୍ଟ ଗାର୍ଡ। ଡିଏଫଓ କୁଳଡିହା ଏସିଏଫ୍‌ଓଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ଶିକାରୀମାନେ ଏକ ଦନ୍ତାହାତୀକୁ ମାରି ତାର ଦାନ୍ତ ନେଇଯାଇଥିଲେ।

    Maximum 500 characters

    Find Us on Facebook