Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

୫-ଟିରେ ସାମିଲ ହେବ ଉଚ୍ଚଶିକ୍ଷା ବିଭାଗ

ତେଲେଙ୍ଗାନା ଏନକାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ନିଦେ୍ର୍ଧଶ

ଏସଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ଘର ଭିତରୁ ମହିଳାଙ୍କ ଝୁଲନ୍ତା ମୃତ ଦେହ ଠାବ

୩୨ ଦାଦନ ଶ୍ରମିକ ଉଦ୍ଧାର

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

banner

ଅଜବ

ମୁଖ୍ୟ ଖବର

    ବାଉଁଶରେ ତିଆରି ହୋଇଥିବା ମୋବାଇଲ୍ ଫୋନ

    Share on :
    ajab-Image
    Date: Jun 6, 2019    Views: 265

     ଆପଣମାନେ ନିଜ ପରିବାର ଲୋକଙ୍କ ସହିତ କିମ୍ବା ଅଫିସର କାମ ହେଉ ବା ସାଙ୍ଗସାଥିଙ୍କ ସହିତ ହେଉ କଥା ବର୍ତା କରିବା ପାଇଁ ସାଧାରଣତଃ ବିଭିନ୍ନ ପ୍ରକାର  ମୋବାଇ  ଫୋନ ଧରିଥାନ୍ତି । ହେଲେ କେବେ ଶୁଣିଛନ୍ତି କି ବାଉଁଶରେ ତିଆରି ମୋବାଇଲ ଫୋନ କଥା? ଏହା ଶୁଣିଲା ପରେ ମନରେ ପ୍ରଶ୍ନ ଆସୁଥିବ ବାଉଁଶ ଫୋନ କେମିତି କଥା ହେଇ ହବ ଏହା କ’ଣ ସମ୍ଭବ? ଏହାକୁ ସମ୍ଭବ କରିବା ପାଇଁ ଇଂଲଣ୍ଡର ମିତଲସେକ୍ସ ବିଶ୍ୱବିଦ୍ୟାଳୟର ଗବେଷକ ଛାତ୍ର କାଇରନ ସ୍କଟ ଉଡହାଉସ ବାଉଁଶରେ ଏକ ମୋବାଇଲ ଫୋନ ତିଆରି କରିବାରେ ସକ୍ଷମ ହୋଇଛନ୍ତି । ପ୍ରାୟ ଚାରି ବର୍ଷର ପୁରୁଣା ଜୈବ ବାଉଁଶରୁ ହାତ ତିଆରି ଫୋନଟି ‘ଏଡିଜିରୋ’ ଭାବେ ନାମିତ । ଏହାର ଆକାର ସାଧାରଣ ଆଇଫୋନର ଅଧା । ସ୍ମାର୍ଟ ଫୋନରେ ଉପଲବ୍ଧ ସୁବିଧାମାନ ଏଥିରେ ମିଳିପାରିବ । ଇଉରୋପରେ ‘ଏଡିଜିରୋ’ର ବିକ୍ରି ହେଉଛି । ଭାତରୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ପଚାଶ ହଜାର ଟଙ୍କା । 

    Maximum 500 characters

    ଅଜବ View all

    Find Us on Facebook