Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ଅଜବ

ମୁଖ୍ୟ ଖବର

    ମାନସିକ ଅବସ୍ଥା ଚିହ୍ନଟକାରୀ ହାତଘଂଟା

    Share on :
    ajab-Image
    Date: Jun 6, 2019    Views: 213

    ଆମ୍ଭେମାନେ ସମୟ ଜାଣିବା ପାଇଁ ଘଂଟାର ବ୍ୟବହାର କରିଥାଉ ସେ କାନ୍ଥ ଘଂଟା ହେଉ କି ହାତ ଘଂଟା । ଏବେ ବଜାରରେ ବିଭିନ୍ନ ଷ୍ଟାଇଲର ଘଂଟା ବଜାରରରେ ମିଳୁଛି । କିନ୍ତୁ ଏବେ ଏମିତି ଏକ ନୂଆ ଘଂଟା ବଜାରକୁ ଆସିଛି ଯାହାକୁ ନବା ପାଇଁ ଲୋକମାନଙ୍କ ଆଗ୍ରହ ଭରି ରହିଛି । ସେହି ଘଂଟାଟିକୁ ‘ମାସାବୁସେଟସ ଇନଷ୍ଟିଚୁ୍ୟଟ୍ ଅଫ ଟେକ୍ନଲୋଜି’ର ଦଳେ ଗବେଷକ-ଯନ୍ତ୍ରୀ ମଣିଷର ବିଭିନ୍ନ୍ ମାନସିକ ଅବସ୍ଥା ଚିହ୍ନଟ କରିପାରୁଥିବା ସ୍ୱତନ୍ତ୍ର ହାତ-ଘଂଟା ବିକଶିତ କରିଛନ୍ତି । ଏହାକୁ ହାତରେ ପିନ୍ଧିଥିବା ବ୍ୟକ୍ତି, ସେ କେତେ ମାତ୍ରାରେ ମାନସିକ ଚିନ୍ତା, ଚାପ, ଉଦବେଗ, ଭାବପ୍ରବଣତା ଆଦିର ଶିକାର, ସହଜରେ ଜାଣିପାରିବେ । ପରିମାଣସ୍ୱରୂପ ବ୍ୟସ୍ତ-ବିବ୍ରତ ନ ହୋଇ ନିଜର ଚେତାନା ଶକ୍ତି ଦ୍ୱାରା ସତର୍କ ହୋଇପାରିବ । ବିଭିନ୍ନ ମାନସିକ ଅବସ୍ଥା ଚିହ୍ନଟରେ ଏହି ଘଂଟା ଛୟାନବେ ପ୍ରତିଶତ ସଫଳ । ଏହା ଦ୍ୱାରା ମାନସିକ ବିକୃତଜନିତ ଅଘଟଣ କିଛି ମାତ୍ରାରେ ରୋକାଯାଇପାରିବ  ବୋଲି ବିଶେଷଜ୍ଞମାନେ ଆଶା କରୁଛନ୍ତି ।

    Maximum 500 characters

    ଅଜବ View all

    Find Us on Facebook