Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ରେଳ କର୍ମଚାରୀଙ୍କ ଉପରେ ଚଢ଼ିଗଲା ଟ୍ରେନ

    Share on :
    ajab-Image
    Date: Jun 6, 2019    Views: 456

    ରାଉରକେଲା : ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀ ରେଳ ଫାଟକ ନିକଟରେ ଟ୍ରେନରେ କଟି ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଗେଟ ମେନ୍ ଭାବେ କାର୍ୟ୍ୟରତ ଥିବା ଟି. ମନୋଜ ରାଓ। ବନ୍ଧମୁଣ୍ଡା ରେଳବାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମନୋଜଙ୍କ ମୃତଦେହ ଜବତ କରିଛି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା, ଏହା ଆତ୍ମହତ୍ୟା କିମ୍ବା ଆଉ କିଛି ପୁଲିସ ତାହାର ତଦନ୍ତ ଆରମ୍ଭ କରିଛି। ମନୋଜଙ୍କ ଘର ରାଉରକେଲାର ବନ୍ଧମୁଣ୍ଡା ଡି ସେକ୍ଟର ଅଞ୍ଚଳରେ ବୋଲି ଜଣାପଡ଼ିଛି।

    Maximum 500 characters

    Find Us on Facebook