Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ଭୋଗ ଖାଇ ୫୦ ଅସୁସ୍ଥ

    Share on :
    ajab-Image
    Date: Jun 6, 2019    Views: 415

    ମାଲକାନଗିରି: ପୂଜା ଭୋଗ ଖାଇ ୫୦ ଜଣ ଅସୁସ୍ଥ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ।  ଏମଭି ୨୫ ଗ୍ରାମରେ ଏହି ଘଟଣା ଘଟିଛି । ଗତକାଲି ପୂଜା ପରେ ଭୋଗ ବଣ୍ଟାଯାଇଥିଲା । ତେବେ  ଆଜି ୫୦ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । 

    Maximum 500 characters

    Find Us on Facebook