Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ଶିଶୁର ମୃତଦେହକୁ ଟାଣି ଖାଇଲେ କୁକୁର

    Share on :
    ajab-Image
    Date: Jun 6, 2019    Views: 245

    ସୋର : ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ନବଜାତ ଶିଶୁର ମୃତଦେହକୁ କୁକୁର ଟାଣି ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଶିଶୁର ମୃତଦେହକୁ ପୁଲିସ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରୁ ଉଦ୍ଧାର କରିଛି। ତେବେ ମୃତଦେହ କେଉଁଠୁ ଆସିଛି ତାହା ସ୍ପଷ୍ଟ ହୋଇ ନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

    Maximum 500 characters

    Find Us on Facebook