Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ସ୍ମାର୍ଟ ଝରକା

    Share on :
    Date: Jun 4, 2019    Views: 105

    ସଧାରଣତଃ ଦେଖିବାକୁ ଗଲେ ଝରକା ଆମେ ଘରେ ଲଗାଉଥିବା ଝରକା କିଛି କାଠ, କାଚ, ଆଉ କିଛି ବିଭିନ୍ନ ଷ୍ଟାଇଲର ଝରାକା ଲଗାଇ ଥାଉ ପୁଣି ଏ ସ୍ମାର୍ଟ ଝରକା କ’ଣ? ଏହି ସ୍ମାର୍ଟ ଝରକାଟି ସିଡନି  ବିଶ୍ୱବିଦ୍ୟାଳୟର ଦଳେ ଗବେଷକ ଯନ୍ତ୍ରୀ ଏହି ଯନ୍ତ୍ର ବିକଶିତ କରିଛନ୍ତି । ଇଲେକଟ୍ରୋକ୍ରୋମିକ୍ ଯନ୍ତ୍ରଟି ପ୍ରାୟ ନବେ ପ୍ରତିଶତ ଆଲୋକ ଓ ଉତାପ ନିୟନ୍ତ୍ରଣ କରିବାକୁ ସକ୍ଷମ । ଏହା ଦ୍ୱାରା ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ବ୍ୟବହାର କମିପାରିବ । ବିଦୁ୍ୟତ୍ ସକ୍ତି କ୍ଷୟ ମଧ୍ୟ ରୋକିହେବ । 

    Maximum 500 characters

    ଅଜବ View all

    Find Us on Facebook