Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ବାଡି ପଛପଟେ ସୁନାଖଣି

    Share on :
    Date: Jun 4, 2019    Views: 123

    ଭାଗ୍ୟରେ ଥିଲେ ମଣିଷ କେଉଁଠି ନା କେଉଁଠି ପହଂଚିପାରିବ । ଏ କଥାଟି ଆପଣମାନେ ଶୁଣିଥିବେ । ଠିକ୍ ସେହିପରି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆର ଟ୍ରିସବେନ ସହରରେ, ଯାହା ଶୁଣିଲେ ଆପଣ କହିବେ ଭାଗ୍ୟରେ ନଥିଲେ ଏମିତି ହୁଏ ନାହିଁ । ସେଠାରେ ରହୁଥିବା ଜଣେ ବ୍ୟକ୍ତି ନିଜ ବାଡିରେ ବୁଲୁ ବୁଲୁ ଏକ ସୁଡଙ୍ଗର ସନ୍ଧାନ କରିଥିଲେ । ସେହି ବ୍ୟକ୍ତି ଜଣକ ପ୍ରାୟ ୩ବର୍ଷ ଧରି ସେଠାରେ ରହୁଥିଲେ ସୁଦ୍ଧା ସୁଡ଼ଙ୍ଗକୁ ପୂର୍ବରୁ ଦେଖିନଥିଲେ । ସେହି ସୁଡ଼ଙ୍ଗଟିକୁ ଦେଖି ମନରେ ସନେ୍ଦହ ହେବାରୁ ତା’ ମଧ୍ୟକୁ ନଯାଇ ସୁଡ଼ଙ୍ଗ ବିଷୟରେ ଖୋଳତାଳ ଆରମ୍ଭ କରିଥିଲେ । ଏହାପରେ ସେ ଜାଣିବାକୁ ପାଇଥିଲେ ଯେ, ସୁଡ଼ଙ୍ଗଟି କୌଣସି ସାଧାରଣ ସୁଡ଼ଙ୍ଗ ନଥିଲା । ସୁଡ଼ଙ୍ଗଟି ଥିଲା ସୁନା ଖଣିକୁ ରାସ୍ତା  । ତାଙ୍କର ଘର ମଧ୍ୟ ସୁନା ଖଣି ଉପରେ ଥିବା ସେ ଜାଣିବାକୁ ପାଇଥିଲେ । ସୁନାଖଣିର ସନ୍ଧାନ ପରେ ଜାଗାଟିର ମୂଲ୍ୟରେ ଅପେକ୍ଷାକୃତ ବୃଦ୍ଧି ଘଟି ଘଟିଥିଲା । ପରେ ୯କୋଟି ଟଙ୍କା ମୂଲ୍ୟରେ ବ୍ୟକ୍ତି ଜଣକ ଜାଗାଟିକୁ ବିକ୍ରି କରିଦେଇଥିଲେ । 

    Maximum 500 characters

    ଅଜବ View all

    Find Us on Facebook