Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ଅଜବ

ମୁଖ୍ୟ ଖବର

    କାନ ଭିତରେ ୨୨ଟି ଇୟରଫୋନ ରବର

    Share on :
    ajab-Image
    Date: Jun 4, 2019    Views: 209

    ଆଧୁନିକ ଯୁଗରେ ମୋବାଇଲ ଫୋନର ବ୍ୟବହାର କ୍ରମଶଃ ବଢ଼ିବାରେ ଲାଗିଛି । ଖାସ୍ କରି ଯୁବ ପିଢ଼ି ବିନା ଇୟରଫୋନରେ ବଂଚିବା ଏକ ପ୍ରକାର ଅସମ୍ଭବ ହୋଇପଡିଲାଣି । ହେଲେ ଆପଣ ଜାଣିଛନ୍ତି କି? ଇୟରଫୋନ ବ୍ୟବହାର କେତେ କ୍ଷତି କାରକ, ଏହା ବିଷୟରେ ଆସନ୍ତୁ ଜାଣିବା । ବ୍ରିଟେନର ଲିସେଷ୍ଟର ସହରରେ ଜଣେ ଯୁବକଙ୍କ କାନରେ ଡାକ୍ତର ୨୨ଟି ଇୟରଫୋନ ରବର ବାହାର କରିଛନ୍ତି । ଯୁବକଙ୍କ କାନକୁ କମ ଶୁଣାଯାଉଥିବାରୁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ । ସେଠାରେ ତାଙ୍କର ସ୍ୱତନ୍ତ୍ର ଯନ୍ତ୍ର ସାହାଯ୍ୟରେ ତାଙ୍କ କାନ ପରୀକ୍ଷା କରିବାକୁ ଜଣାପଡିଥିଲା ଯେ ତାଙ୍କ କାନ ଭିତରେ ଇୟରଫୋନ ରବର ରହିଛି । ଡାକ୍ତର ଏହି ଘଟଣାର ଭିଡିଓ ଉତୋଳନ କରି ସୋସିଆଲ ମିଡିଆରେ ଛାଡିବା ପରେ ଏବେ ଏହି ଘଟଣା ସବୁଆଡେ ଚହଳ ସୃଷ୍ଟି କରିଛି । 

    Maximum 500 characters

    ଅଜବ View all

    Find Us on Facebook