Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ଯୁବତୀଙ୍କୁ ଦୁର୍ବ୍ୟବହାର, ଯୁବକ ଗିରଫ

    Share on :
    ajab-Image
    Date: Jun 4, 2019    Views: 273

    କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ସହରର ମହିପାଳ ଅଂଚଳରେ ଥିବା ଏକ ଜୁସ୍‌ ଦୋକାନରେ ଠିଆ ହୋଇଥିବା ଜଣେ ସଂଖ୍ୟାଲଘୁ ଯୁବତୀଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିବା ଜଣେ ଯୁବକକୁ ପୁଲିସ୍‌ ଗିରଫ କରିଛି । ଏହି ଯୁବକଙ୍କ ଘର ଯାଜପୁର ଅଂଚଳରେ । ଯୁବତୀ ଜଣକ ଜୁସ୍‌ ଦୋକାନରେ ଠିଆ ହୋଇଥିବା ବେଳେ ହଠାତ୍ ଯୁବକ ଜଣକ ତାଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ସହ ଟଣା ଭିଡ଼ା କରିଥିଲା । ଏଥିରେ ଯୁବତୀ ଜଣକ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ ଓ ସେଠାରୁ ଖସି ଯାଉଥିବା ଯୁବକଙ୍କୁ ଅନ୍ୟମାନେ ମାଡ଼ି ବସି ଉତ୍ତମ ମଧ୍ୟମ ଦେଇଥିଲେ । ଟାଉନ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଯୁବକକୁ ଗିରଫ କରିଥିବା ପ୍ରକାଶ ।

    Maximum 500 characters

    Find Us on Facebook