Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆତ୍ମରକ୍ଷା ପାଇଁ ବିଜେଡି ନାଗରିକତା ବିଲକୁ ସମର୍ଥନ କରିଛି: ନିରଞ୍ଜନ

ବାରବାଟୀରେ କ୍ରିକେଟ ଟିକଟ ପାଇଁ ପରିଚୟପତ୍ର ଜରୁରୀ: ଓସିଏ

ନାଗରିକତା ବିଲକୁ ବିଜେଡିର ସମର୍ଥନ

ନୂଆ ବର୍ଷକୁ କମିବ ପିଆଜ ଦର: ରଣେନ୍ଦ୍ର ସ୍ୱାଇଁ

ନାଗରିକ ସଂଶୋଧନ ବିଲ ଆଗତ ସପକ୍ଷରେ ୨୯୩ ଭୋଟ

୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ସରିବ ଖଣି ନିଲାମ: ଖଣିମନ୍ତ୍ରୀ

ଧରାପଡ଼ିଲେ ୪ ନକଲି ଶିକ୍ଷକ

ପିଆଜ ଦର ନିୟନ୍ତ୍ରଣ ପାଇଁ ବୈଠକ

ଦୁର୍ଘଟଣାରେ ୨ ଜଣ ଯୁବକଙ୍କ ମୃତ୍ୟୁ

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ପୁରୀ ଗଣଦୁଷ୍କର୍ମ ଘଟଣାରେ ଆଉ ୨ ଗିରଫ, ମୋଟ ଗିରଫ ସଂଖ୍ୟା ହେଲା ୬

ଲୋକସଭାରେ ନାଗରିକ ସଂଶୋଧନ ବିଲ ଆଗତ କଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

କାଳିଆ ହିତାଧିକାରୀ ତାଲିକାରେ ପୂର୍ବତନ ବିଧାୟକଙ୍କ ବୋହୂ

ନିଖୋଜଙ୍କ ଗଳିତ ମୃତଦେହ ଠାବ

banner

ଅଜବ

ମୁଖ୍ୟ ଖବର

    ଅସରପା ସହ ସେଲଫି!

    Share on :
    ajab-Image
    Date: Jun 1, 2019    Views: 219

     ଆଜିକାଲି ଦୁନିଆରେ ସେଲଫି ନେବାରେ ସମସ୍ତଙ୍କ ମନରେ ଉତ୍ସାହ ଭରି ରହିଛି । ସେଲଫି ଫୋଟକୁ ନେଇ ବିଭିନ୍ନ ଗଣମାଧ୍ୟରେ ପ୍ରସାରିତ କରାଇ ଲୋକଙ୍କ ପ୍ରିୟ ହେବାକୁ ଚାହୁଁଛନ୍ତି ।  ଏହି ସେଲଫି ଆରମ୍ଭ ହୋଇଛି ମିଆନମାରରୁ । ଗତ ମାସରେ ସେଠାକାର ଅଲେକସ ଅଂଗ ନାମକ ଯୁବକ ଗାଲରେ ବସାଇ,ସେଲଫି ନେଇ , ଏକ ସାମାଜିକ ଗଣମାଧ୍ୟମରେ ପୋସଟ କରବା ସହ ଲେଖିଥିଲେ- ଏକ ନୂଆ ଆହ୍ୱାନ । ଆପଣ ପରିବେ? ସେଲଫିଟି ସଙ୍ଗେସଙ୍ଗେ ଆଦୃତ ହୋଇଥିଲା । ପାଂଚ ହଜାର ପାଗଳ-ପାଗଳୀ ପ୍ରତିକ୍ରିୟା ପରିବେଷ କରିଥିଲେ ଏବଂ ପନ୍ଦର ହଜାର ବାଂଟିଥିଲେ । ଅଂଗଙ୍କ ଆହ୍ୱାନ ବା ଚାଲେଂଜକୁ ଗ୍ରହଣ  କରିଥିଲେ । ଅନେକ ବେକାର । ସେମାନଙ୍କ ମଧ୍ୟରୁ ଅଧିକାଂଶ ତାଙ୍କ ଦେଶ ତଥା ଫିଲିପିନସ ଓ ଇନଡୋନେସିଆର ବାସିନ୍ଦା । କିଛି ଦିନ ଭିତରେ ହଜାର ହଜାର ଅସରପା ସହ ସେଲଫି ଭରିଯାଇଥିଲା,ବିଭିନ୍ନ ସାମଜିକ ଗଣମାଧ୍ୟମରେ । ଏବେ ଅସନ୍ତୁ ସେଲଫି ପାଇଁ ରାଜିହୋଇଯାଉଥିବା ଅସରପା ସଂପର୍କରେ ଜାଣିବା । ବହୁ ଦକ୍ଷିଣ-ପୂର୍ବ ଏସୀୟ ଦେଶରେ , ଆମେରିକାନ ପ୍ରଜାତିର ଅସରପା ପୋଷା ମନାଯାଏ । ଏ ଭଳି ପୋଷା ଅସରପାଙ୍କୁ ଗାଲ କି ପାଟି ଉପରେ ବାସାଇରଖିବା ସଂଭବ ।

    Maximum 500 characters

    ଅଜବ View all

    Find Us on Facebook