ମୁଖ୍ୟ ଖବର
ଆଜିକାର ଡିଜିଟାଲ ଦୁନିଆରେ ସୋସିଆଲ ସାଇଟରେ ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି । ସୂଚନା ଅନୁଶାରେ, ଅନ୍ୟଥା ବିଶ୍ୱସ୍ତରରେ ପ୍ରତି ୧୯ ମିନିଟରେ ୨ଲକ୍ଷରୁ ଅଧିକ ବିଭିନ୍ନ ସୋସିଆଲ ସାଇଟର ବ୍ୟବହାର କରୁଛନ୍ତି । ଫେସବୁକ ରେ ନିକଟରେ ଦେଇଥିବା ଏକ ତଥ୍ୟ ଅନୁସାରେ ୪୫%ବୟସ୍କ ବର୍ଗ ନିୟମିତ ଏଥିରେ ସକ୍ରିୟ ରହୁଛନ୍ତି । ସେମାନଙ୍କ ସମୟ ଅତିବାହିତର ମୁଖ୍ୟ କାମ ହେଲା ସୋସିଆଲ ସାଇଟରେ ସକ୍ରିୟ ରହିବା । ଯୁବପିଢ଼ି ମଧ୍ୟ ମଉଜ ପାଇଁ ଏହାର ଉପଯୋଗ ରହିଛି । ଅନ୍ୟଥର କର୍ମଜୀବୀ ଲୋକେ ସୋସିଆଲ ସାଇଟ୍ ସହାୟତାରେ ବିଭିନ୍ନ ସହାୟତା ପାଉଥିବାର ପ୍ରକାଶ । ସୋସିଆଲ ସାଇଟ୍ ସହାୟତାରେ ଏବେ ଲୋକେ ଘରେ ବସି ବ୍ୟବସାୟ ଆରମ୍ଭ କଲେଣି । ଏଥିରୁ ମଧ୍ୟ ସେମାନେ ଖୁବ ଲାଭବାନ ହେଉଥିବାର ଦେଖାଯାଉଛି । ବିଜ୍ଞ ବ୍ୟକ୍ତିଙ୍କ ମତରେ ସଠିକ୍ ଭାବେ ଏହାର ଉପଯୋଗ କଲେ କୌଣସି ଅସୁବିଧା ହୋଇନଥାଏ ।
Comments ସମସ୍ତ ମତାମତ 0