Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ଅଜବ

ମୁଖ୍ୟ ଖବର

    ହାତ ନଥାଇ ପାଇଲେ ପାଇଲଟ୍ ଲାଇସେନ୍ସ

    Share on :
    ajab-Image
    Date: May 30, 2019    Views: 213

    ପ୍ରଥମ ଥର ହାତ ନଥାଇ ଜଣେ ଆମେରିକୀୟ ମହିଳା ପାଇଲଟ ଲାଇସେନ୍ସ ପାଇଛନ୍ତି । ଏରିଜୋନାର ଜେସିକା କକ୍ସ ଏହି ଗୌରବ ଅର୍ଜନ କରିଛନ୍ତି । ଜନ୍ମର ତାଙ୍କର ହାତ ନାହିଁ । ହାତ ନଥିବା ଜଣେ ଝିଅର ଭବିଷ୍ୟତ କ’ଣ, ହେବ ତାହାକୁ ନେଇ ତାଙ୍କ ମା’ ସବୁବେଳେ ଚିନ୍ତାରେ ଥିଲେ । ଏହା କିନ୍ତୁ କକ୍ସଙ୍କ ରାସ୍ତାରେ ବାଧକ ହୋଇ ପାରିନଥିଲା । ପାଇଲଟ ଲାଇସେନ୍ସ ପାଇବା ପୂର୍ବରୁ ସେ ପିଆନୋ ବଜାଉଥିଲେ, ସର୍ଫିଂ ଓ କାର ଆଦି ଚାଳାଉଥିଲେ । ସେ ଯେଉଁ ବିମାନ ଚଳାଉଛନ୍ତି, ତାକୁ ଗୋଡରେ ସଂଚାଳନ କରୁଛନ୍ତି । ତଥାପି ହାତ ନଥାଇ ବିମାନ ଉଡାଇବା ସହଜ କଥା ନୁହେଁ । ଏପର୍ଯ୍ୟନ୍ତ କେହି ଏଥିରେ ସଫଳ ହୋଇ ପାରିନାହାନ୍ତି । ସେଥିପାଇଁ କକ୍ସ ଏକ ଲମ୍ବା ଯାତ୍ରା କରିଥିଲେ । ଏହି ସମୟରେ ସେ ତିନିଟି ଅଲଗା ଅଲଗା ବିମାନ ବ୍ୟବହାର କରିଥିଲେ । ସେଗୁଡିକର କଟ୍ରୋଂଲ ପ୍ୟାନେଲକୁ ସମ୍ଭାଳିବା ତାଙ୍କ ପକ୍ଷେ ସମ୍ଭବ ନଥିଲା । ସେଥିପାଇଁ ବିମାନର କ୍ଷତି ମଧ୍ୟ ହୋଇଥିଲା । ତାଙ୍କ ବିମାନର କଠିନ ପେଡାଲ ନାହିଁ, ଫଳରେ କକ୍ସ ଦୁଇ ପାଦ ସାହାଯ୍ୟରେ ବିମାନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିପାରୁଛନ୍ତି । ତାଙ୍କୁ ସ୍କୁବା ଡାଇଭର ଲାଇସେନ୍ସ ମିଳିଛି । ପର୍ବତ ଆରୋହଣ ପାଇଁ ମଧ୍ୟ ସେ ପ୍ରସ୍ତୁତ ହେଉଛନ୍ତି । 

    Maximum 500 characters

    ଅଜବ View all

    Find Us on Facebook