Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ପିଏସଏଲଭି-ସି୪୮ ଉତକ୍ଷେପଣ

ଡିଏଭି ଆଞ୍ଚଳିକ ନିଦେ୍ର୍ଧଶକଙ୍କୁ ଓଏସସିପିସିଆରଙ୍କ ନୋଟିସ

କେନ୍ଦ୍ରାପଡ଼ା: ଝାମ୍ପିଦେଲେ ୪ ଲକ୍ଷ

ଶିକ୍ଷାଦାନ ଏକ ମହାନ ବୃତ୍ତି : ମୁଖ୍ୟମନ୍ତ୍ରୀ

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

ଅଜବ

ମୁଖ୍ୟ ଖବର

    କଦଳୀ ଗୋଟାକ ୮୭୦୦୦ ଟଙ୍କା

    Share on :
    ajab-Image
    Date: May 30, 2019    Views: 337

    ଗୋଟିଏ କଦଳୀର ଦାମ କେତେ ହେଇପାରେ? ୫ବା ୧୦ଟଙ୍କା । ମାତ୍ର ବ୍ରିଟେନରେ ନାଟିଂଘମରେ ଥିବା ଜଣେ ମହିଳାଙ୍କ ସହ ଏମିତି କିଛି ହୋଇଛି, ଯାହା ଅପାଣଙ୍କୁ ଦୋହଲାଇ ଦେବ । ବାବି ଗାର୍ଡେନ ନାମକ ଏହି ମହିଳା ନିଜ ସହରରେ ସୁପର ମାର୍କେଟ ଚେନରୁ ଅନଲାଇନ୍ କିଣାକିଣି ପାଇଁ ତାଲିକା ପ୍ରସ୍ତୁତ କରିଥିଲେ । ସେହି ତାଲିକାରେ ଫଳ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ମହିଳା ଜଣକ ଜିନିଷପତ୍ର ଅର୍ଡର କରିବା ସମୟରେ ବିଲ ପାଖାପାଖି ୧୦୦ପାଉଣ୍ଡ ରହିଥିଲା । ମାତ୍ର ଘରେ ଜିନିଷପତ୍ର ପହଂଚାଇବେଳେ ତାଙ୍କ ହୋସ୍ ଉଡିଯାଇଥିଲା । କାରଣ, ବିଲରେ ଗୋଟିଏ କଦଳୀର ମୂଲ୍ୟ ଥିଲା ୯୩୦ ପାଉଣ୍ଡ ଅର୍ଥାତ ପ୍ରାୟ ୮୭୦୦୦ଟଙ୍କା । କଦଳୀର ମୂଲ୍ୟ ଦେଖି ସେ ବେହୋସ ହୋଇପଡିଥିଲେ । ପରେ ମହିଳା ଜଣକ ଏହି ବିଲର ଫଟୋ କପି ଟ୍ୱିଟରରେ ଟ୍ୱିଟ କରିଥିଲେ । ଯାହା ଖୁବଶୀଘ୍ର ଭାଇରାଲ ହୋଇଯାଇଥିଲା । ଯାହାଫଳରେ ଅନଲାଇନ କମ୍ଫାନୀ ନିଜର ଭୁଲ ସ୍ୱୀକାର କରିଥିଲେ । 

    Maximum 500 characters

    ଅଜବ View all

    Find Us on Facebook