Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଖୋର୍ଦ୍ଧା ଘଟଣାକୁ ନିରଞ୍ଜନଙ୍କ ନିନ୍ଦା

    Share on :
    Date: Apr 15, 2019    Views: 255

    ଭୁବନେଶ୍ୱର: ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାକୁ ସୋମବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ।  ଏହା ବିଜେଡିର ହତାଶାର ପରିଭାଷା । ଆଗାମୀ ସାଧାରଣ ନିର୍ବାଚନରେ ପରାଜୟ ସୂଚନା ପାଇ ବିଜେଡି ଏଭଳି କରୁଛି । ବହୁ ପୂର୍ବରୁ ବିଜେଡି ହିଂସା ଆଚରଣ କରୁଛି । ଲୋକେ ଏହାକୁ ବିରୋଧ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏଥିସହ ପୁଲିସ ଏଥିରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । 

    ଏହା ପୂର୍ବରୁ  ବିଜେପି ନେତାଙ୍କୁ ହତ୍ୟା ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ ନିନ୍ଦା କରିଥିଲେ । ସେ ଟୁଇଟ କରି କହିଥିଲେ ଯେ, ଘଟଣାକୁ ଗୁରୁତର ସହ ନେବାକୁ ସେ ନିର୍ବାଚନ କମିଶନ ଅନୁରୋଧ କରିଛନ୍ତି । ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କମିଶନ ପୁଲିସକୁ ନିଦେ୍ର୍ଧଶ ଦିଅନ୍ତୁ  । ଏହାସହ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ସମବେଦନା ଥିଲେ । 

    Read more

    ମୋଦିଙ୍କ ପାଖ ଲୋକ ହେବାକୁ ନବୀନ ଚେଷ୍ଟା କରୁଛନ୍ତି: ନିରଞ୍ଜନ

    ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖ ଲୋକ ହେବାକୁ ଚେଷ୍ଟା କରୁଛନ୍ତି । ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆୟୁଷ୍ମାନ ଯୋଜନା ନେଇ ନବୀନ କେନ୍ଦ୍ରୀୟ ଅଧିକାରୀଙ୍କ ସହ ...

    Read more

    କମ ଆସନ ପାଇଁ ଆମେ ନିଜେ ଦାୟୀ: ନିରଞ୍ଜନ

    ଭୁବନେଶ୍ବର: ଏକଜିଟ ପୋଲକୁ ବିଶ୍ୱାସଯୋଗ୍ୟ କହିହେବନାହିଁ ।   ବିଧାନସଭାରେ ଆମେ ୨୦ରୁ ୩୦ ଆସନ ପାଇବୁ ବୋଲି ଆକଳନ କରିଥିଲୁ । କଂଗ୍ରେସ ଆସନ ସଂଖ୍ୟା କମିବା ପାଇଁ ଆମେ ନିଜେ ହିଁ ଦାୟୀ ।  ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।  ତେବେ  ଆମେ ...

    Read more

    ସରକାର କରିବୁ: ନିରଞ୍ଜନ

    ଭୁବନେଶ୍ୱର: ଆଗକୁ ସାଧାରଣ ନିର୍ବାଚନ । ବିଜୟ ପାଇଁ ସବୁ ଦଳର ନେତା ଓ କର୍ମୀ ଅଣ୍ଟା ଭିଡ଼ି ସାରିଲେଣି । ସବୁ ଦଳର ନେତା ଦୃଢତାର ସହ କହୁଛନ୍ତି ୨୦୧୯ରେ ତାଙ୍କ ଦଳ ହିଁ ସରକାର ଗଠନ କରିବ । ଏମାନଙ୍କ ଭିତରେ ଆଜି ସାମିଲ ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ...

    Maximum 500 characters

    ଆଂଚଳିକ View all

    Find Us on Facebook