Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗୁରୁବାର ଠାରୁ ରାଜ୍ୟରେ ଚାଲିବ ଘରୋଇ ବସ

ବରଗଡ଼: ମେଳଛାମୁଣ୍ଡା ଥାନା ସୁକଲତରମା ଜଙ୍ଗଲରେ ମାଓବାଦୀ- ଡିଭିଏଫ ଗୁଳି ବିନିମୟ

ଶିକ୍ଷକଙ୍କୁ ଆକ୍ରମଣ କଲେ ବରଦାସ୍ତ କରାଯିବନି: ମନ୍ତ୍ରୀ

ଗୁରୁବାର କଂଗ୍ରେସର ‘ସ୍ପିକ ଅଫ ଇଣ୍ଡିଆ’

ଭଦ୍ରକ: ବିଦୁ୍ୟତ ତାର ସଂସ୍ପର୍ଶରେ ୫ ବର୍ଷର ଶିଶୁ କନ୍ୟା ମୃତ

ପୁରୀ: ଦଇତାପତିଙ୍କ ହେଲା କରୋନା ଟେଷ୍ଟ

ଅଭିନେତା ବିଜୟ ମହାନ୍ତି ଅସୁସ୍ଥ, ଆଇସିୟୁରେ ଭର୍ତ୍ତି

ଆଜି ୧୦ ଜିଲ୍ଲାରୁ ୭୬ କରୋନା ପଜିଟିଭ ଚିହ୍ନଟ

banner

ତାଜା ଖବର

ମୁଖ୍ୟ ଖବର

    ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ନବୀନ

    Share on :
    ajab-Image
    Date: Mar 20, 2019    Views: 377

    ଭୁବନେଶ୍ୱର : ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ  । ତାରାତାରିଣୀଙ୍କ ଦର୍ଶନ କରିସାରିବା ପରେ ମୁଖ୍ୟମନ୍ତ୍ରୀ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିବେ  । ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିରରେ ପହଁଚି ସାରିଥିବାବେଳେ ପ୍ରାର୍ଥୀପତ୍ର ଦାଖଲ ପାଇଁ ହଜାର ହଜାର କର୍ମୀ ଉପସ୍ଥିତ ରହିଛନ୍ତି  । ବିଶାଳ ଶୋଭାଯାତ୍ରାରେ ନବୀନ ନାମାଙ୍କନ ଦାଖଲ କରିବେ  ।

    Maximum 500 characters

    ତାଜା ଖବର View all

    Find Us on Facebook