ମୁଖ୍ୟ ଖବର
ଭୁବନେଶ୍ୱର : ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ । ତାରାତାରିଣୀଙ୍କ ଦର୍ଶନ କରିସାରିବା ପରେ ମୁଖ୍ୟମନ୍ତ୍ରୀ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିବେ । ମୁଖ୍ୟମନ୍ତ୍ରୀ ତାରାତାରିଣୀ ମନ୍ଦିରରେ ପହଁଚି ସାରିଥିବାବେଳେ ପ୍ରାର୍ଥୀପତ୍ର ଦାଖଲ ପାଇଁ ହଜାର ହଜାର କର୍ମୀ ଉପସ୍ଥିତ ରହିଛନ୍ତି । ବିଶାଳ ଶୋଭାଯାତ୍ରାରେ ନବୀନ ନାମାଙ୍କନ ଦାଖଲ କରିବେ ।
Comments ସମସ୍ତ ମତାମତ 0