Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭାଉଜକୁ ହାଣିଲା ଦିଅର

    Share on :
    Date: Mar 3, 2019    Views: 197

    କୁଚିଣ୍ଡା: ଭାଉଜକୁ ହାଣି ନିର୍ମମଭାବେ ହତ୍ୟା କରିଛି ଦିଅର । ଟାଙ୍ଗିଆରେ ଭାଉଜଙ୍କୁ ହାଣି ହତ୍ୟା କଲା ନୃଶଂସ ଦିଅର ।  ଗୁଣ୍ଡୁରୁଚୁଆଁ କିଷାନପଡ଼ା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ତେବେ ଏନେଇ ଖବର ପାଇ ପୁଲିସ  ଅଭିଯୁକ୍ତ ଦିଅରକୁ କୁଚିଣ୍ଡା ଥାନାରେ ଅଟକ ରଖି ପଚରାଉଚୁରା କରୁଛି ।  

    Read more

    ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

    ଭଦ୍ରକ:  ସ୍ୱାମୀ ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ଆସିଛି ।  ପାରିବାରିକ କଳହକୁ ନେଇ ଏହି ଲୋକହର୍ଷକ ହତ୍ୟାକାଣ୍ଡ ଘଟିଛି ଭଦ୍ରକ ଜିଲ୍ଲାରେ ।
    ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା କୋଠାର ଗାଁରେ ଜଣେ ବ୍ୟକ୍ତିଙ୍କ ବିଭିନ୍ନ ସମୟରେ  ସ୍ତ୍ରୀ ...

    Read more

    ବଡ଼ବାପାଙ୍କୁ ହତ୍ୟା କଲା ପୁତୁରା

    ମୟୂରଭଞ୍ଜ: ପୈତୃକ ସମ୍ପତି ଭାଗବଣ୍ଟା ନେଇ ବଡ଼ବାପାଙ୍କୁ ପୁତୁରା ହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜରେ ।  ମୟୂରଭଞ୍ଜ କପ୍ତିପଦା ଥାନା ନଛିପୁରରେ ଗୋଟିଏ ପରିବାରରେ ପୈତୃକ ସମ୍ପତିକୁ ନେଇ ପାରିବାରିକ କଳହ ଲାଗି ରହିଥିଲା । ବଡ଼ବାପା ଓ ପୁତୁରା ...

    Read more

    କୁକୁଡ଼ା ପାଇଁ ନାବାଳକକୁ ହତ୍ୟା

    ରାଉରକେଲା : ରାଉକେଲା ହାତୀବାରୀ ଥାନା ଅନ୍ତର୍ଗତ ଗୋପୁର ଗୁମ୍ଭାରପଡ଼ା ଗାଁରେ  ଏକ ଅଭାବନୀୟ ଘଟଣା ଘଟିଛି। ସାଧାରଣ କୁକୁଡ଼ା ପାଇଁ ଜଣେ ପଡ଼ୋଶୀ ନାବାଳକକୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, କୁକୁଡ଼ା ମୃତ୍ୟୁକୁ ନେଇ ଉତ୍ତକ୍ଷିପ୍ତ ହୋଇ ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook