Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଧରାପଡ଼ିଲେ ୨ ସନ୍ଦିଗ୍ଧ ଆତଙ୍କବାଦୀ

    Share on :
    ajab-Image
    Date: Feb 22, 2019    Views: 408

    ଉତ୍ତରପ୍ରଦେଶ: ଧରାପଡ଼ିଲେ ୨ ସନ୍ଦିଗ୍ଧ ଆତଙ୍କବାଦୀ ।  ଉତ୍ତରପ୍ରଦେଶ ପୁଲିସ ହାତରେ ଏହି ଆତଙ୍କବାଦୀ ଧରାପଡ଼ିଛନ୍ତି ।  ଗତକାଲି ରାତିରେ ଶାହାନପୁରରୁ ଉତ୍ତରପ୍ରଦେଶ ପୁଲିସର ଏଟିଏସ ଏମାନଙ୍କୁ ଧରିଛି । ଉଭୟ ସନ୍ଦିଗ୍ଧ ଆତଙ୍କବାଦୀ ଜୈଶ ଇ ଅହମ୍ମଦ ପାଇଁ କାମ କରୁଥିବା ସୂଚନା ମିଳିଛି । ଏନେଇ ୟୁପି ପୁଲିସ ଡିଜି ଓପି ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଲା ଯେ, ଧରାପଡ଼ିଥିବା ଉଭୟ ଯୁବକ କାଶ୍ମୀରର ବୋଲି ଡିଜିପି ସୂଚନା ଦେଇଛନ୍ତି । ଗିରଫ ୨ ଯୁବକମାନେ ହେଲେ  ବୁଲଗାମର ଶହାନୱାଜ ଏବଂ ପୁଲୱାମାର ଆଜିବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook