କାଳିଆ ପାଇଁ ଅଧିକ ବ୍ୟୟବରାଦ

ଭୁବନେଶ୍ୱର:  ‘କାଳିଆ’ ଯୋଜନା ପାଇଁ ଅଧିକ ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର ।  ଅଧିକ ୩୨୩୪ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର । ‘କାଳିଆ’ ଯୋଜନା ଦ୍ୱାରା ୩୨ ଲକ୍ଷ ୩୪ ହଜାର କୃଷକ ପରିବାର ଉପକୃତ ହେବେ । ଏଥିରେ ୫୦ ଲକ୍ଷ କ୍ଷୁଦ୍ର ଓ ...