Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଚାକିରୀ ଛାଡ଼ିଲେ ଆଲୋକ ବର୍ମା

    Share on :
    Date: Jan 11, 2019    Views: 61

    ଭୁବନେଶ୍ୱର : ସିବିଆଇ ନିଦେ୍ର୍ଧଶକ ପଦରୁ ବିତାଡ଼ିତ ହୋଇଥିବା ଆଇପିଏସ ଆଲୋକ ବର୍ମା ଆଇପିଏସ ଚାକିରୀରୁ ଇସ୍ତଫା ଦେଇଛନ୍ତି  । ସୁପ୍ରିମକୋର୍ଟ ତାଙ୍କୁ ସିବିଆଇ ନିଦେ୍ର୍ଧଶକ ଭାବେ ଅବସ୍ଥାପିତ କରିଥିଲେ ମଧ୍ୟ ଉଚ୍ଚସ୍ତରୀୟ କମିଟି  ତାଙ୍କୁ ବଦଳି କରିଦେଇଥିଲା  । ସିବିଆଇ ମୁଖ୍ୟ ପଦରେ ଥିବା ବର୍ମାଙ୍କୁ ଫାୟାର ସର୍ଭିସ ଡିଜି ଭାବେ ବଦଳି କରାଯାଇଥିଲା  । ଯାହାର ପ୍ରତିବାଦରେ ସେ ଆଇପିଏସ ଚାକିରୀ ଛାଡ଼ି ଦେଇଛନ୍ତି  । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook