Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଗୁରୁବାର ଠାରୁ ରାଜ୍ୟରେ ଚାଲିବ ଘରୋଇ ବସ

ବରଗଡ଼: ମେଳଛାମୁଣ୍ଡା ଥାନା ସୁକଲତରମା ଜଙ୍ଗଲରେ ମାଓବାଦୀ- ଡିଭିଏଫ ଗୁଳି ବିନିମୟ

ଶିକ୍ଷକଙ୍କୁ ଆକ୍ରମଣ କଲେ ବରଦାସ୍ତ କରାଯିବନି: ମନ୍ତ୍ରୀ

ଗୁରୁବାର କଂଗ୍ରେସର ‘ସ୍ପିକ ଅଫ ଇଣ୍ଡିଆ’

ଭଦ୍ରକ: ବିଦୁ୍ୟତ ତାର ସଂସ୍ପର୍ଶରେ ୫ ବର୍ଷର ଶିଶୁ କନ୍ୟା ମୃତ

ପୁରୀ: ଦଇତାପତିଙ୍କ ହେଲା କରୋନା ଟେଷ୍ଟ

ଅଭିନେତା ବିଜୟ ମହାନ୍ତି ଅସୁସ୍ଥ, ଆଇସିୟୁରେ ଭର୍ତ୍ତି

ଆଜି ୧୦ ଜିଲ୍ଲାରୁ ୭୬ କରୋନା ପଜିଟିଭ ଚିହ୍ନଟ

banner

ରାଜନୀତି

ମୁଖ୍ୟ ଖବର

    କାର୍ଯ୍ୟକ୍ରମ ଅଧାରୁ ଉଠିଗଲେ ନରସିଂହ

    Share on :
    ajab-Image
    Date: Jan 11, 2019    Views: 717

    ବଲାଙ୍ଗୀର: ବଲାଙ୍ଗୀରରେ ଅନୁଷ୍ଠିତ ହେଉଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର କାର୍ଯ୍ୟକ୍ରମ ଅଧାରୁ ଉଠିଯାଇଥିବା ଜଣାଯାଇଛି ।  କାର୍ଯ୍ୟକ୍ରମରେ ବିଜେଡି ସପକ୍ଷରେ ନାରାବାଜିକୁ ବିରୋଧ କରି ଶ୍ରୀ ମିଶ୍ର  କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ ଉଠିଆସିଥିବା ଜଣାଯାଇଛି ।

    ପରେ ଶ୍ରୀ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ସରକାରୀ କାର୍ଯ୍ୟକ୍ରମରେ ବିଜେଡି କର୍ମୀଙ୍କ ଦାଦାଗିରି ଚାଲିଛି ।  ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ସ୍ଲୋଗାନ ଓ ନାରାବାଜି ଦିଆଯାଉଛି । ସରକାରୀ ମାଇକରେ ଦଳୀୟ ପ୍ରଚାର କରାଯାଉଥିବା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି । 

    Maximum 500 characters

    ରାଜନୀତି View all

    Find Us on Facebook