Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟ ମହିଳା କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ

    Share on :
    Date: Jan 11, 2019    Views: 69

    ଭୁବନେଶ୍ୱର:  ରାଜ୍ୟ ମହିଳା କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ଭୁବେନେଶ୍ୱରରେ ଆରମ୍ଭ ହୋଇଛି । ଏଥିରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ  ସମ୍ପର୍କରେ ଆଲୋଚନା କରାଯିବ । ପିପିଲି ଗଣଦୁଷ୍କର୍ମ ମାମଲାକୁ ବି ଗୁରୁତର ସହ ନେଇଛି କଂଗ୍ରେସ । ଏନେଇ ଦଳ ରାଜ୍ୟପାଳଙ୍କୁ ସ୍ମାରକପତ୍ର ବି ଦେବ । ତେବେ କଂଗ୍ରେସର ଏହି କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବାକୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ କଂଗ୍ରେସ ଅଧ୍ୟକ୍ଷା ସସ୍ମିତା ଦେବ । ମହିଳା ଭୋଟରମାନଙ୍କୁ ହାତେଇବା ପାଇଁ ଏହି ବୈଠକରେ କଂଗ୍ରେସ ରଣନୀତି ପ୍ରସ୍ତୁତ କରିବ । ଏନେଇ ମହିଳା କର୍ମୀଙ୍କୁ ଗୁରୁମନ୍ତ୍ରୀ ପ୍ରଦାନ କରିବେ ସସ୍ମିତା ଦେବ । 
    ପ୍ରକାଶ ଯେ, ଗତକାଲି ସସ୍ମିତା ଦେବ ପିପିଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଗାଁକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । 

    Read more

    ପରାଜୟର କାରଣ ଖୋଜିବ ୬ଟି ସବ-କମିଟି

    ଭୁବନେଶ୍ୱର: ୨୦୧୯ ନିର୍ବାଚନରେ କଂଗ୍ରେସକୁ ଭରଷି ନାହାନ୍ତି ଭୋଟର । ଯେଉଁଥିପାଇଁ ଦଳ ଶୋଚନୀୟଭାବେ ପରାଜୟ ବରଣ କରିଛି । ୨୦୧୯ ନିର୍ବାଚନ ଫଳାଫଳ କଂଗ୍ରେସ ଦଳର ସ୍ଥିତିକୁ ଦୋହଲାଇ ଦେଇଥିବା ବେଳେ ବିପର୍ୟ୍ୟୟର କାରଣ ଖୋଜିବାକୁ ଗଠିତ ତଥ୍ୟ ଅନୁସନ୍ଧାନ କମିଟିର ପ୍ରଥମ ...

    Read more

    ରାଜ୍ୟ କଂଗ୍ରେସରେ ପରିବର୍ତ୍ତନ ଖୁବଶୀଘ୍ର: କାହ୍ନୁଚରଣ

    ଭୁବନେଶ୍ୱର: ଖୁବ ଶୀଘ୍ର ରାଜ୍ୟ କଂଗ୍ରେସରେ ପରିବର୍ତ୍ତନ ହେବ । ଏହା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଚଳିତ ନିର୍ବାଚନରେ କଂଗ୍ରେସର ପରାଜୟ ପରେ ବାରମ୍ବାର ରାଜ୍ୟ ନେତୃବୃନ୍ଦଙ୍କ ବିରୋଧରେ ବିଷ ଓଗାଳୁଥିବା କାହ୍ନୁଚରଣ ଲେଙ୍କା ।

    ସେ କହିଛନ୍ତି ଯେ, ଓଡ଼ିଶା ...

    Read more

    କଂଗ୍ରେସର ବିପର୍ଯ୍ୟୟ ପୋଷ୍ଟମର୍ଟମ

    ଭୁବନେଶ୍ୱର: ୨୦୧୯ ନିର୍ବାଚନରେ କଂଗ୍ରେସକୁ ଭରଷି ନାହାନ୍ତି ଭୋଟର । ଯେଉଁଥିପାଇଁ ଦଳ ଶୋଚନୀୟଭାବେ ପରାଜୟ ବରଣ କରିଛି ।  ତେବେ ଏଭଳି ପରାଜୟ ପଛର କାରଣ ସମ୍ପର୍କରେ ପୂର୍ବ ଘୋଷଣା ଅନୁଯାୟୀ ଆଜି ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି ।  ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook