Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୯୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ଏଲ୍ଇଡି ବଲବ

    Share on :
    Date: Jan 11, 2019    Views: 97

    ଭୁବନେଶ୍ୱର: ରାଜ୍ୟରେ ୯୫ ଲକ୍ଷ ହିତାଧିକାରୀ ମିଳିବ ଏଲଇଡି ବଲବ । ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ପ୍ରତି ପରିବାରକୁ ଏହି ଏଲଇଡି ବଲବ ବଂଟନ ହେବ । ପିଠା କାର୍ଯ୍ୟକ୍ରମକୁ ଆଉ ପାଦେ ଆଗେଇନେବାକୁ ରାଜ୍ୟ ସରକାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଘରେ ଏଲଇଡି’ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଏହି ଘୋଷଣା କରିଛନ୍ତି । ଏହି ଯୋଜନାରେ ଜାନୁଆରି ଓ ଫେବୃଆରୀ ୧୫ ତାରିଖରେ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନାରେ ୯୫ ଲକ୍ଷ ହିତାଧିକାରୀ ଏଲଇଡି ବଲବ ବଂଟନ କରାଯିବ । ପିଠା କାର୍ଯ୍ୟକ୍ରମ ଜରିଆରେ ଏହି ବଲବ ବଂଟନ ହେବ । ଏହା ସଂପୂର୍ଣ୍ଣ ଭାବେ ମାଗଣାରେ ବଂଟନ କରାଯିବ ବୋଲି ଘୋଷଣା ହୋଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook